Skip to content

Maelajada

Padhan Music
Popularity · Low

YouTube

Searching YouTube...

Lyrics

ଟିକ୍ତା ଖିତା ଟିକ୍ତା ଖିତା ଟିକ୍ତା ଖିତା ଝାଞ୍ଜି ଘିଣା ଘିଣ୍ ଜାଁ ଘିଣା ଘିଣ୍ଜାଁ ଘିଣା ଗୀଢ୍ ଜି ଘିଁଜା ହେ ଲହରଲଗୈ ମୀର୍ଚା ଜଗୈ କେତେ ହେସୁ ଚାଖି ଲହର୍ମନି କଁସି ଜନ୍ହି ସମିଆଁ ଯୁଖି ଯୁଖି ଲହରଲଗୈ ମୀର୍ଚା ଜଗୈ କେତେ ହେସୁ ଚାଖି ଲହର୍ମନି କଁସି ଜନ୍ହି ସମିଆଁ ଯୁଖି ଯୁଖି ଲେଡି଼ ଝଲକା ମୁହୁଁ ମଲକା ଲେଡି଼ ଝଲକା ମୁହୁଁ ମଲକା ଚାହ୍ ନି ଚଉଦ ଭରି ରେ ମାଏଲାଜଡ ଜଡକେ ଡେବ୍ରି ଭୁଜ୍ନି ଧରରେ ମାଏଲାଜଡ ଜଡର କଥା ଲଡ଼ବଡ଼ ରେ ମାଏଲାଜଡ ଟିକ୍ତା ଖିତା ଟିକ୍ତା ଖିତା ଟିକ୍ତା ଖିତା ଝାଞ୍ଜି ଘିଣା ଘିଣ୍ ଜାଁ ଘିଣା ଘିଣ୍ଜାଁ ଘିଣା ଗୀଢ୍ ଜି ଘିଁଜା ଏ ଦେଖ୍ ତ ଊଷାର୍ ଢ଼ଲିଆ ଖୂସାର୍ ଖୂସାର୍ ଖିରୀପିନୀ ବେଁକର୍ କଘ୍ଲା ପଁଲା ମାଲୀ ଦିହ୍ କେ ଯାଏ ରିହିଁ ଦେଖ୍ ତ ଊଷାର୍ ଢ଼ଲିଆ ଖୂସାର୍ ଖୂସାର୍ ଖିରୀପିନୀ ବେଁକର୍ କଘ୍ଲା ପଁଲା ମାଲୀ ଦିହ୍ କେ ଯାଏ ରିହିଁ ହାଏ ଧାଙ୍ଗ୍ ରି ଫୁଲ ସୁନ୍ଦ୍ ରି ହାଏ ଧାଙ୍ଗ୍ ରି ଫୁଲ ସୁନ୍ଦ୍ ରି ତୁଇତ ସୂରୁଯମୁଖୀ ରେ ମାଏଲାଜଡ ଜଡକେ ସଁକ୍ ଲି ବେଟି ଧରରେ ମାଏଲାଜଡ ଜଡର କଥା ଲଡ଼ବଡ଼ ରେ ମାଏଲାଜଡ ସୋର୍ ଧରିଥା ପହେଲା ଈଟା ତାକ୍ ତା ଖିତା ଝାଞ୍ଜି ଘିଣା ଘିଣ୍ ଜାଁ ଘିଣା ଘିଣ୍ଜାଁ ଘିଣା ଗୀଢ୍ ଜି ଘିଁଜା ଏ ଟୁପ୍ କୀ ବାଙ୍ଗ୍ ରି ମାଗୁର୍ ଗୁରୀ ରଙ୍ଗ୍ ହଲ୍ଦି ମାଖି ଠମ୍କି ଠମକି ଯାଏସି ଚାଲି ଜୂରା ଗରିଆ ଧରି ଟୁପ୍ କୀ ବାଙ୍ଗ୍ ରି ମାଗୁର୍ ଗୁରୀ ରଙ୍ଗ୍ ହଲ୍ଦି ମାଖି ଠମକି ଠମକି ଯାଏସି ଚାଲି ଜୂରା ଗରିଆ ଧରି ଉଦିଆଁ ବେଲ ରସ୍ ଡୁମେର ଉଦିଆଁ ବେଲ ରସ୍ ଡୁମେର ହେସି କାଁଏ ଚାହାଲି ରେ ମାଏଲାଜଡ ଜଡକେ ସଁକ୍ ଲି ବେଟି ଧରରେ ମାଏଲାଜଡ ଜଡର କଥା ଲଡ଼ବଡ଼ ରେ ମାଏଲାଜଡ ହଏରେ ଘେଙ୍ଗା ପାଏନ୍ କେ ହେଙ୍ଗା ଚନା ସେଙ୍ଗା ଝାଞ୍ଜି ଘିଣା ଘିଣ୍ ଜାଁ ଘିଣା ଘିଣ୍ଜାଁ ଘିଣା ଗୀଁଜ୍ ରିଁ ଘିଁଜ୍ ହାଁ ଏ ତରକ୍ ଫସର୍ ଲହର୍ ଝପର୍ ଛାଏଁ ଦେଖି ଦେଖି ଆଡ୍ ଚାହାନି ମାରୁ କେତେ କରି ଠାନିମାନି ତରକ୍ ଫସର୍ ଲହର୍ ଝପର୍ ଛାଏଁ ଦେଖି ଦେଖି ଆଡ୍ ଚାହାନି ମାରୁ କେତେ କରି ଠାନିମାନି ଚାହାନି ଛଟା କରସି ଅଥା ଚାହାନି ଛଟା କରସି ଅଥା ମନ୍ କେ ନେସି ଘିନି ରେ ମାଏଲାଜଡ ଜଡକେ ଖାକେ କୁଲେ ଧରରେ ମାଏଲାଜଡ ଜଡର କଥା ଲଡ଼ବଡ଼ ରେ ମାଏଲାଜଡ ସୁନପୁରର୍ ସୁନ୍ଦ୍ରୀ କଁସି ଧାଙ୍ଗ୍ରି ଆରୁ ନାଇଦେ ବାଧା ଝାଞ୍ଜି ଘିଣା ଘିଣ୍ ଜାଁ ଘିଣା ଘିଣ୍ଜାଁ ଘିଣା ଗୀଁଜ୍ ରିଁ ଘିଁଜାଁ ଘିଣ୍ ଜାଁ ଘିଜାଁ ଘିଣ୍ ତା ଖିତା ଘିଣ୍ ଜାଁ ଘିଜାଁ ଘିଣ୍ ତା ଘିଣ୍ ଜାଁ ଘିଜାଁ ଘିଣ୍ ତା ଖିତା ଘିଣ୍ ଜାଁ ଘିଜାଁ ଘିଣ୍ ତା