Skip to content
Lyric
Dive
Public playlists
My playlists
Search
Sign in
Bidhata Gadhideichi
S Jitu
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଭାବିବା ଆଗରୁ ତୁ କହିଦଉ
କହିବା ଆଗରୁ ତୁ ବୁଝିଯାଉ
ଭାବିବା ଆଗରୁ ତୁ କହିଦେଲୁ
କହିବା ଆଗରୁ ତୁ ବୁଝିଗଲୁ
ଏମିତି କାହିଁକି ହଉଛି?
ତୋ ସପନ ମୁଁ ଦେଖୁଛି
ଏମିତି କାହିଁକି ହଉଛି?
ତୋ ସପନ ମୁଁ ଦେଖୁଛି
ମନ ଟା ତତେ ଖୋଜୁଛି
ତୁ ଖାଲି ମୋର
ତୁ ଖାଲି ମୋର
ବିଧାତା ଗଢ଼ି ଦେଇଛି
ହଁ, ତୁ ଖାଲି ମୋର
ତୁ ଖାଲି ମୋର
ବିଧାତା ଗଢ଼ି ଦେଇଛି
ଆକାଶ କୁ ଯେବେ ଦେଖି ମୁଁ ଦଉଛି
ତୋ ଚେହେରା ମୋ ଆଖିରେ ଦିଶି ଯାଉଛି
ଭଲ ପାଉ ବୋଲି ତୁ ଟିକେ ବେଶୀ
ତୋ ମନଟା ମୋ ମନରେ ଯାଇଛି ମିଶି
ତୁ ମୋ ସୁଖ ସମ୍ପତି
ରଖିବି ତତେ ସାଇତି
ତୁ ମୋ ସୁଖ ସମ୍ପତି
ରଖିବି ତତେ ସାଇତି
ପ୍ରେମ ତ ନୂଆଁ ଲାଗୁଛି
ତୁ ଖାଲି ମୋର
ତୁ ଖାଲି ମୋର
ବିଧାତା ଗଢ଼ି ଦେଇଛି
ହୋ, ତୁ ଖାଲି ମୋର
ତୁ ଖାଲି ମୋର
ବିଧାତା ଗଢ଼ି ଦେଇଛି
ପାଦରେ ପାଉଁଜି ତୋ ପାଇଁ ନାଉଚି
ରୁଣୁଝୁଣୁ ଶବଦ ତୁ ଶୁଣିବୁ ବୋଲି
ହୋ, ମନ ରାଇଜ କୁ ସଜେଇ ରଖିଛି
ଆସିବୁ ସାଧବ ବହୁ ଧୀରେ ତୁ ଚାଲି
ଚାହେଁନା ମୁଁ ଆଉ କିଛି
ତୁ ଥିଲେ ରେ ସବୁ ଅଛି
ଚାହେଁନା ମୁଁ ଆଉ କିଛି
ତୁ ଥିଲେ ରେ ସବୁ ଅଛି
ପ୍ରେମରେ ନାହିଁ ତ ଇତି
ତୁ ଖାଲି ମୋର
ତୁ ଖାଲି ମୋର
ବିଧାତା ଗଢ଼ି ଦେଇଛି
ହୋ, ତୁ ଖାଲି ମୋର
ତୁ ଖାଲି ମୋର
ବିଧାତା ଗଢ଼ି ଦେଇଛି