Skip to content
Lyric
Dive
Public playlists
My playlists
Search
Sign in
Puri Toka
Big Deal
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
(यात्रीजन, कृप्या ध्यान दीजिए)
(जब जगन्नाथ की धरती पर जापान की सुन्दरी, みち)
(और भारत का गबरू जवान, विद्याधर, मिले)
(तो इन्हें पहली नज़र में हो गया प्यार)
(और तब जाके जनम हुआ: Samir, Rishu Mohanty का)
(समय, ७ बज कर १० minute, जगह, Puri)
ମୋ ନାଁ କଣ?
ପୁରୀ ଟୋକା କଲା bounce (bounce)
ପୁରୀ ଟୋକା କଲା bounce (bounce)
ପୁରୀ ଟୋକା କଲା bounce (bounce)
ପୁରୀ ଟୋକା କଲା...
ପୁରୀ ଟୋକା କଲା bounce, bounce, bounce, bounce, bounce, bounce, bounce
ପୁରୀ ଟୋକା କଲା bounce, bounce, bounce, bounce, bounce, bounce, bounce
ପୁରୀ ଟୋକା, ପୁରୀ ଟୋକା
ଆମ style ପୁରା ଚୋଖା
ଆମ जगह ପୁରା ବୋବାଲ୍
ଛଇତନା ହେଲା ମୋ ଗାଁ
ଅଧିକା ଭଣ୍ଡାମି କଲେ, ବୋଉଠୁ ଖାଉ ଖୋବା
ଖଡ଼ିକା ନହେଲେ ଜୋତା, ଘୋଡ଼ାମୁହାଁ, ବାଡ଼ିପୋଡା
ମାଡ଼ ଖାଇ ଚୁପଚାପ୍ ବସି ଯାଉ ପଢିବାକୁ
ସାଙ୍ଗ ଡାକିଲେ, ଶଳା ଏଠୁ ପଳେଇ ଯା ତୁ (ପଳା, ପଳା)
ଜଗନ୍ନାଥ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି
ରଥକୁ ଟାଣିକି ଗୁଣ୍ଡିଚା ନେଇ
ବାଟରେ ପୁରୀ ଆଉ ବୁନ୍ଦିଆ ଖାଇ
ପୁରୀ ଲୋକ ମିଠା, ପାଣି ଲୁଣିଆ ଭାଇ (ସମୁଦ୍ର)
ସଫା ଆମ ହୃଦୟ, ସଫା ମନ (ଶୁଣ)
ଟାଣ ଆମ ଖରା କିନ୍ତୁ ନରମ ଜହ୍ନ
India ସାରା ଆଜି କଲା କିଏ ପାଲା ଧନ? (କିଏ? କିଏ?)
ଆଉ କିଏ, ମୁଁ ହିଁ ନାଟର ଗୋବର୍ଦ୍ଧନ
ପୁରୀ ଟୋକା କଲା bounce (bounce)
ପୁରୀ ଟୋକା କଲା bounce (bounce)
ପୁରୀ ଟୋକା କଲା bounce (bounce)
ପୁରୀ ଟୋକା କଲା...
ପୁରୀ ଟୋକା କଲା bounce, bounce, bounce, bounce, bounce, bounce, bounce
ପୁରୀ ଟୋକା କଲା bounce, bounce, bounce, bounce, bounce, bounce, bounce
ପୁରୀର ଟୋକା ମୁଁ, ପୁରୀ ମୋ इलाका
ଆଗ କହିଲେ ଏ ବାଳୁଙ୍ଗା ପିଲାଟା
କଥା ଶୁଣେନି, ଆଉ କରେ ତା ଇଚ୍ଛା ଯା'
ଆଜିକାଲି ନାଁ ମୋର ଓଡ଼ିଶା सितारा
ଏ ଦୟା ତ ପ୍ରଭୁଙ୍କ
ଦୃଷ୍ଟି ବଡ଼ ଯେମିତି ପୁରୀର ସମୁଦ୍ର
ମାଛ ଆଉ ଆମ୍ବୁଲ
ପୁରୀ ଖାଇବା ଭାଇ, ଖାଇବା ନୁହେଁ ଅମୃତ
ସବୁ କିଛି ନିଜେ, ମତେ କେହି କିଛି ଦେଇନାହିଁ
ସିଂହଦ୍ୱାର swag, ପୁରୀ ଟୋକା ଭଳି କେହି ନାଇ
ଛାତି ଫାଡ଼ି ଚାଲେ ବଡ଼ଦାଣ୍ଡରେ ମୁଁ ସେଇ ପାଇଁ
ସ୍ୱର୍ଗଦ୍ୱାର swag, ପୁରୀ ଟୋକା ଭଳି କେହି ନାଇ
Fake views, पैसा डालते है फ़िज़ूल का
You don't have no class, छुट्टी जैसे school का
करता मैं क़ुबूल, मेरा एक ही है उसूल
बोलूँ सच in my songs, जैसे मैं Tendulkar
ପୁରୀ ଟୋକା କଲା bounce (bounce)
ପୁରୀ ଟୋକା କଲା bounce (bounce)
ପୁରୀ ଟୋକା କଲା bounce (bounce)
ପୁରୀ ଟୋକା କଲା...
ପୁରୀ ଟୋକା କଲା bounce, bounce, bounce, bounce, bounce, bounce, bounce
ପୁରୀ ଟୋକା କଲା bounce, bounce, bounce, bounce, bounce, bounce, boun-
ପୁରୀ ଟୋକା କଲା bounce (yeah, yeah)
ପୁରୀ ଟୋକା କଲା bounce (yeah, yeah)
ପୁରୀ ଟୋକା, ପୁରୀ ଟୋକା, ପୁରୀ ଟୋ-
हाँ, बोलूँ सच in my songs, जैसे मैं Tendulkar
Sachin, Sachin
सच हैं my songs, जैसे मैं Tendulkar
Sachin, Sachin
ପୁରୀ ଟୋକା ଭାଇ
ଏମିତି ଗୀତ ଆଉ କିଏ କରି ପାରିବ?
ଓଡ଼ିଶା ସାରା ଖୋଜିଦିଅ
India ସାରା ଖୋଜିଦିଅ
ବ୍ରହ୍ମାଣ୍ଡ ସାରା ଖୋଜିଦିଅ
ପୁରୀ ଟୋକା ବାସ୍ ଗୋଟିଏ ମିଳିବ