Toro Tana Tana
Shakti
Popularity · Low
YouTube
Searching YouTube...
Lyrics
ତୋର ଟଣା-ଟଣା ଆଖି, ତୋର ତିରିଛି ଚାହାଣି
ତୋର ପୁଚକି-ପୁଚକି ଗାଲ ନେଲା ମନ ମୋର କିଣି
ତୋର ସାବନ ଚେହେରା, ତୋର ମଲ୍ଲିଫୁଲ ବେଣି
ତୋର ରଙ୍ଗିଲା ଜବାନି ଏବେ ଚର୍ଚ୍ଚାର କାହାଣୀ
ହେଇ ହେଇରେ, ହେଇରେ ଉଡ଼ିବାବା
କାଇଁ ଦଉ ଫୁଲ, କରେ ଭାରି ଗେଲ
ମତଲବ ତୋର ଗଡ଼ବଡ଼ ଘୋଟାଲା ରେ
ଉପରେ ଉପରେ ଭୋଲା-ଭାଲା
ଭିତରେ ଭିତରେ ତୁ ମହା ଚାଲୁରେ
ତୋର ଟଣା-ଟଣା ଆଖି, ତୋର ତିରିଛି ଚାହାଣି
ତୋର ପୁଚକି-ପୁଚକି ଗାଲ ନେଲା ମନ ମୋର କିଣି
ତୋର ସାବନ ଚେହେରା, ତୋ ମଲ୍ଲିଫୁଲ ବେଣି
ତୋର ରଙ୍ଗିଲା ଜବାନି ଏବେ ଚର୍ଚ୍ଚାର କାହାଣୀ
(ଆଇଏ ମା', ଆଇଏ ମା')
ଫୁଲ ସହରରେ ତୁ ରାଣୀ ମହୁମାଛି
ତୋ ରଙ୍ଗ-ଢ଼ଙ୍ଗ ମୋତେ ତୋ ପାଖକୁ ଟାଣୁଛି
ତୁ ବି ପଟିକିୟା, ଆଲୋ ମୁଁ ବି ପଟିକିୟା
ତୁ ସିକାକୁଲମ ଝିଅ, ମୁଁ ପୁଅ କଟିକିଆ
ଆରେ ଥଣ୍ଡା-ଥଣ୍ଡା, cool-cool ବାବା
ଆରେ ହୁଡ଼ିବାବା, ଆବା-ବାବା
କଥା ତୋର ଶୁଣି ମୁଁ ତୋ ଉପରେ ଫିଦାରେ
ଆଗରେ tension, ପଛରେ connection
ଇଏ तो अपना style है रे ବାବା
ଖାଉ ପଲସା ଅରୁଆ, ପିଉ ଗୋଦାବରୀ ପାଣି
ଓଡ଼ିଶାରେ ଝଡ଼ ତୋ ପାଇଁ ଆନ୍ଧ୍ର ରାଣୀ
ତୋର ଟଣା-ଟଣା ଆଖି, ତୋର ତିରିଛି ଚାହାଣି
ତୋର ପୁଚକି-ପୁଚକି ଗାଲ ନେଲା ମନ ମୋର କିଣି
(ଆଇଏ ମା', ଆଇଏ ମା')
ତୋ ଘର ସାମନାରେ ମୁଁ ନେବି ଘର ଭଡ଼ା
ତୁ ଝରକା ଖୋଲିଦେଲେ ମୋର ଉଠିଯିବ ଭଡ଼ା
ମୋ ଦୁଆର ଖୋଲା ତୋ ପାଇଁ ସବୁବେଳେ
ଚାହା ପିବାକୁ ଚାଲିଆଲୋ କେତେ ବେଳେ
ये दिल मांगे रे more
ଦିଲ ମୁଁ ଦେବି, କିସ୍ତିରେ ଦେବି
Zero intrest, easy installment
ଆଉ କାଇଁ ଡେରି, scheme ଯିବ ସରି
करलो दुनियां मुट्ठी में यार
ତୋର ଟଣା-ଟଣା ଆଖି, ତୋର ତିରିଛି ଚାହାଣି
ତୋର ପୁଚକି-ପୁଚକି ଗାଲ ନେଲା ମନ ମୋର କିଣି
ତୋର ସାବନ ଚେହେରା, ତୋର ମଲ୍ଲିଫୁଲ ବେଣି
ତୋର ରଙ୍ଗିଲା ଜବାନି ଏବେ ଚର୍ଚ୍ଚାର କାହାଣୀ
ଇଲୋ ବୋଉଲୋ ମୁଁ କୁଆଡେ ଯିବି?
ଇଲୋ ମୋ ବୋଉଲୋ, ମରିଯାଉ ଥାଏଲୋ
मलाई मसक्का ହେଇ-ହେଇ, ହେଇ ଲୋ
मौसम ଆସିଲା ଦେଖ ରଙ୍ଗିଲା
ଚାଲ ଯିବା ଉଡ଼ି ଖଣ୍ଡାଲା ରେ