Skip to content
Lyric
Dive
Public playlists
My playlists
Search
Sign in
Mausumi
Kuldeep Pattanaik
Popularity · Low
+
🇮🇳 Punjabi · Original
0
0
YouTube
Searching YouTube...
Lyrics
Original
Translation
Bilingual
ଉଡୁଛି ପବନେ କାଇଁ ଏ ମନଟା?
ଛାଡୁନି ଦେହରୁ ତୋ ପ୍ରେମ-ଅଠା
ହୋ, ଉଡୁଛି ପବନେ କାଇଁ ଏ ମନଟା?
ଛାଡୁନି ଦେହରୁ ତୋ ପ୍ରେମ-ଅଠା
ତୋ ପାଖରେ ଦିନ-ରାତି, ହଜେଇଚି ରଙ୍ଗବତୀ
ଦୂରେଇ ତୁ ଯାଉ ଗୋରୀ ମୋଠୁ ଜାଣିଶୁଣି
ମୌସୁମୀ, ତୋ ପ୍ରେମ ମୌସୁମୀ
ମିଠା-ମିଠା ତୋ ପ୍ରେମ ମୌସୁମୀ
ମୌସୁମୀ, ତୋ ପ୍ରେମ ମୌସୁମୀ
ମିଠା-ମିଠା ତୋ ପ୍ରେମ ମୌସୁମୀ
ଏକା-ଏକା, ମୁଁ ଚାଲୁଥିଲି ଏକା-ଏକା
ତୋ ସପନ ମୋ ଫିକା-ଫିକା, ବାଟ ଥିଲା ଅଜଣା
ହୋ, ତାଜା-ତାଜା, ତୋ ଚଗଲାମି ତାଜା ତାଜା
ତୁ ଦେନି ଲୋ ଏତେ ସଜା, ଭୁଲିଲି ମୋ ଠିକଣା
ତୋ ପାଇଁ କି ਸੋਹਣੀ ਕੁੜੀ, ନିଦ ମୋର ଗଲା ଉଡ଼ି
ରାଜି ଥରେ ହେଇଯାଲୋ, ଛାଡ଼ିଦେ ନଖରମି
ମୌସୁମୀ, ତୋ ପ୍ରେମ ମୌସୁମୀ
ମିଠା-ମିଠା ତୋ ପ୍ରେମ ମୌସୁମୀ
ମୌସୁମୀ, ତୋ ପ୍ରେମ ମୌସୁମୀ
ମିଠା-ମିଠା ତୋ ପ୍ରେମ ମୌସୁମୀ
ହସି-ହସି, ତୁ ଇଶାରା ହସି-ହସି
ମୋ ଭାବନା ରେ ଆସି-ଆସି, କରିଦଉ କିମିଆଁ
ଓ-ଓ, ଭାବି-ଭାବି, ତୋ କଥା ଭାବି-ଭାବି
ସବୁ ରାତି ଯାଏ ବିତି, ମନ ମୋର ମାନେନା
କହିଦେ ତୁ ଆଲୋ baby, ଉଠେଇ ମୁଁ ନେଇଯିବି
ପୁରାହବ ମୋ ପ୍ରେମ ଅଧୁରା ଏ କାହାଣୀ
ମୌସୁମୀ, ତୋ ପ୍ରେମ ମୌସୁମୀ
ମିଠା-ମିଠା ତୋ ପ୍ରେମ ମୌସୁମୀ
ମୌସୁମୀ, ତୋ ପ୍ରେମ ମୌସୁମୀ
ମିଠା-ମିଠା ତୋ ପ୍ରେମ ମୌସୁମୀ