Skip to content
Lyric
Dive
Public playlists
My playlists
Search
Sign in
Rasia Raja
Humane Sagar feat. Aseema Panda
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ହୁଁ-ଉଁ-ଉଁ-ଉଁ
ହୁଁ-ଉଁ-ଉଁ-ଉଁ
ଭଲ୍ ପାଇମି ତତେ
ଭଲ୍ ପାଇମି ତତେ ସାରା ଜୀବନ୍
ଦେଖ୍ ରସିଆ ଆଉ କାହାକେ ନାଇଁ ଦେବୁ ତୋର ମନ୍
ଭଲ୍ ପାଏସି କେତେ?
ତୋର୍ ଇ साजन्
ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ
ମତେ ଭଲ ପାଉଥିବୁ
ମୋର୍ ସଙ୍ଗେ-ସଙ୍ଗେ ଥିବୁ
ଦେଖ୍ ଏନ୍ତା କହି ମତେ
ହଁ, ଭୁଲି ନାଇଁ ଯିବୁ ମୋର୍ ପସନ୍ଦ୍
ଦେଖ୍ ରସିଆ ଆଉ କାହାକେ ନାଇଁ ଦେବୁ ତୋର ମନ୍
ହୋ ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍
ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍
ହୁଁ-ଉଁ-ଉଁ-ଉଁ
ହୁଁ-ଉଁ-ଉଁ-ଉଁ
ମନେ ଖେଲି ଯାଏ ହଲ୍-ଚଲ୍
ଭାବିଦେଲେ ଧନରେ ମୁଇଁ ତୋର୍ କଥା
ତୋର୍ ଲାଗି ହାଏରେ ଶୂନ
ଲାଗୁଥି ସି ସବୁବେଳେ ମତେ କିନ୍ତା?
ହେଲେ ତୁ ଇ छुपा-रुस्तम्
ଜାନିଥାରେ କାଟିଦେମି ସବୁ रिश्ता
ତୁଇ ପଗଲି ହେଲୁ ନା
ହୋ ବାଉରୀ ହେଲୁ ନା
ତୋର୍ ଲେଖେ କିଏ ଅଛେ?
ତୁଇ ଥରେ କହିଦେ ନ
ଏ ମୋର୍ सनम्
ହଁ ଦେଖ୍ ରସିଆ ଆଉ କାହାକେ ନାଇଁ ଦେବୁ ତୋର ମନ୍
ହୋ ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍
ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍
ଉଁ-ଉଁ-ଉଁ-ଉଁ
ଉଁ-ଉଁ-ଉଁ-ଉଁ
ମନ୍ ଆକାଶେ ମୋର୍ ତୁଇ
ଝିଲିମିଲି ରୂପା-ରଙ୍ଗୀ ସୁନ୍ଦୁରୀ ଜହ୍ନ
ହଁ दिल ରାଇଜେ ମୋର୍ ଧନ
ରହି ଅଛୁ ରହିଥିବୁ ସବୁଦିନ
ହୋ ତୋର୍ शिवा ମୁଇଁ ହାଏ ରେ
ନାଇଁ ହୁଏ ଆଉ କାହାର ସୁନା-ଧନ
ମୁଇଁ ରାଗି-ଋଷି ଗଲେ
ତୁଇ ମତକେ ମନଉ ଥିବୁ
ଯଦି ଅଲଗା ଟୋକଲି ସଙ୍ଗେ
ଧନ କଥା ତୁଇ ହେବୁ
ହେବ जनन
ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍
ଦେଖ୍ ରସିଆ ଆଉ କାହାକେ ନାଇଁ ଦେବୁ ତୋର ମନ୍
ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍