Skip to content
Lyric
Dive
Public playlists
My playlists
Search
Sign in
Mun Srikhetra Panda
Arabinda Muduli
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
୨୨ ପାହାଚେ କିଣ
୨୨ ପାହାଚେ କିଣ
୨୨ ପାହାଚେ କିଣ
ଏ ଫୁଲ ଧଣ୍ଡା
ଏ ଫୁଲ ଧଣ୍ଡା
ତୁଳସୀ ଦୟଣା ମାଳ
ତୁଳସୀ ଦୟଣା ମାଳ ରଜନୀଗନ୍ଧା
ଦେଖ ଫୁଲ ବିନା କାଳିଆ ତ ଦିଶୁଛି ଲଣ୍ଡା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା
ନିଅ ରେ, ନିଅ ରେ
ନିଅ ରେ କାଳିଆ ପାଇଁ, ନିଅ ରେ କାଳିଆ ପାଇଁ
ଏ ଫୁଲ ଧଣ୍ଡା, ଆହାଃ ଏ ଫୁଲ ଧଣ୍ଡା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା
୨୨ ପାହାଚେ କିଣ ଏ ଫୁଲ ଧଣ୍ଡା, ଏ ଫୁଲ ଧଣ୍ଡା
ତୁଳସୀ ଦୟଣା ମାଳ ରଜନୀଗନ୍ଧା
ଦେଖ ଫୁଲ ବିନା ପ୍ରଭୁ ତୋର ଦିଶୁଛି ଲଣ୍ଡା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା
ଘିଅ ଦୀପାଳି କିଣ, ଘିଅ ଦୀପାଳି କିଣ
ଶୁଖୁଲି ଭୋଗ ଆଣ
ଘିଅ ଦୀପାଳି କିଣ, ଶୁଖୁଲି ଭୋଗ ଆଣ
ତରିଯିବୁ ରେ ବାୟା ମୋର କଥାକୁ ମାନ
ଆରେ, କିଏ କାଳିଆ
ଆରେ, କିଏ କାଳିଆ, କିଏ ବଳିଆ, ଦେଖାଇ ଦେବି ଚାଲ
ଆରେ, କିଏ କାଳିଆ, କିଏ ବଳିଆ, ଦେଖାଇ ଦେବି ଚାଲ
ଆଉ ଆସିଛୁ ଥର...
ଆରେ, ଆସିଛୁ ଥରେ, ଦେଖ ତା ନେତ୍ର ଯୁଗଳ (ଆଉ)
ଦେଖିବ ଭାଇ ସଙ୍ଗରେ, ଦେଖିବ ଭାଇ ସଙ୍ଗରେ
ବସିଛି ସୁଭଦ୍ରା, ଆହାଃ, ବସିଛି ସୁଭଦ୍ରା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା
ଗରୁଡ଼ ପଛେ ଦେଖି, ବନ୍ଧୁ ରେ
ବନ୍ଧୁ ରେ, ବନ୍ଧୁ ରେ
ଗରୁଡ଼ ପଛେ ଦେଖି ସୁନ୍ଦର ଚକାଆଖି
ଗରୁଡ଼ ପଛେ ଦେଖି ସୁନ୍ଦର ଚକାଆଖି
ଯେତେ ଆସିଛ ଦୁଃଖି, ଦେଖି ହୋଇବ ସୁଖୀ
ଯେତେ ଆସିଛ ଦୁଃଖି, ଦେଖି ହୋଇବ ସୁଖୀ
ସକଳ ପାପ...
ଆରେ, ସକଳ ପାପ କର ରେ ଲୋପ ତାର ନିର୍ମାଲ୍ୟ ଚାଖି
ସକଳ ପାପ କର ରେ ଲୋପ ତାର ନିର୍ମାଲ୍ୟ ଚାଖି
ଏ ବଡ଼ଦାଣ୍ଡ...
ଆହାଃ, ଏ ବଡ଼ଦାଣ୍ଡ ପୁଣ୍ୟ ଧୂଳିକି ଦେହରେ ହୁଅ ମାଖୀ
ଆଉ ଦେହରେ ହୁଅ ମାଖୀ (ଆଉ)
ଦର୍ଶାନାନ୍ତେ କରି ଯିବ
ଦର୍ଶାନାନ୍ତେ କରି ଯିବ, ଆଉ ଦର୍ଶାନାନ୍ତେ କରି ଯିବ
ଏ ପଣ୍ଡାକୁ ଥଣ୍ଡା, ଏ ପଣ୍ଡାକୁ ଥଣ୍ଡା
ଏ ପଣ୍ଡାକୁ ଥଣ୍ଡା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା
ନିଅ ରେ...
ନିଅ ରେ...
ନିଅ ରେ...
ନିଅ ରେ କାଳିଆ ପାଇଁ...
ନିଅ ରେ କାଳିଆ ପାଇଁ ଏ ଫୁଲ ଧଣ୍ଡା
ଆହାଃ, ଏ ଫୁଲ ଧଣ୍ଡା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା
ମୁଁ ଶ୍ରୀକ୍ଷେତ୍ର ପଣ୍ଡା, ମୁଁ ଶ୍ରୀକ୍ଷେତ୍ର ପଣ୍ଡା