Skip to content

Kete Bhala Paye-F-Title2

Ira Mohanty
Popularity · Low

YouTube

Searching YouTube...

Lyrics

ହେ, ହେ ଓ, ଓ, ଓ ହେ, ହେ, ଓ, ଓ କେତେ ଭଲ ପାଏ ମୁଁ କହିବି କେମିତି? (ମୁଁ କହିବି କେମିତି?) ପ୍ରତି ମୁହୂର୍ତ୍ତରେ ତୁ ଅଛୁରେ ଏମିତି (ତୁ ଅଛୁରେ ଏମିତି) ତୁ ମୋ ବରଷାର ସାଥି ମୋ ବିଜୁଳିର ସାଥି ମୋ ଶୂନ୍ୟତାର ସାଥି ମୋ ଗହଳିର ସାଥି ଜାଣିନୁକି ସତେ ଯେମିତି ତୁ ମୋର, ତୁ ମୋର ତୁ ମୋର ନିଝୁମ ରାତିର ସାଥି ତୁ ମୋର ତୁ ମୋର ନିଝୁମ ରାତିର ସାଥି ହେ, ହେ ଓ, ଓ, ଓ ହେ, ହେ, ଓ, ଓ ତୋ ପାଇଁ ଏ ଜୀବନ, ତୁ କିବା ବୁଝୁନା ତୁ ଯେବେ ଡାକିଦଉ ରହି ମୁଁ ପାରେନା ତୋବିନା କେତେବେଳେ ଭଲତ ଲାଗେନା ତୁ ଥିଲେ ମୋ ପାଖରେ କିଛି ମୁଁ ଚାହେଁନା ତୋତେ କେତେ ଚାହେଁ ମୁଁ କହିବି କେମିତି? (ମୁଁ କହିବି କେମିତି?) ପ୍ରତି ନିଶ୍ୱାସରେ ତୁ ଅଛୁରେ ଏମିତି (ଅଛୁରେ ଏମିତି) ତୁ ମୋ କୁହୁଡିର ସାଥି ମୋ କାକରର ସାଥି ମୋ ଆଲୁଅର ସାଥି ମୋ ଅନ୍ଧାରର ସାଥି ଛାଇ ହେଇ ଅଛୁ ଯେମିତି ତୁ ମୋର, ତୁ ମୋର ତୁ ମୋର ନିଝୁମ ରାତିର ସାଥି ତୁ ମୋର ତୁ ମୋର ନିଝୁମ ରାତିର ସାଥି ହେ, ହେ ଓ, ଓ, ଓ ହେ, ହେ, ଓ, ଓ ତୋ ଛାଇ ହାତ ଧରି ମୋ ସାଥେ ଚାଲୁଛି ତୋ ସ୍ମୃତି ସବୁବେଳେ ମୋ ନିଦ ଭାଙ୍ଗୁଛି ତୋ ପରି ସାଥିଟିଏ ଯେବେଠୁ ପାଇଛି ଜିଁଇ ଯିବି କିଛିଦିନ ଏତିକି ଜାଣିଚି ତୋତେ ଛାଡି କହ ମୁଁ ଜିଁଇବି କେମିତି? (ଜିଁଇବି କେମିତି?) ପ୍ରତି ସ୍ପନ୍ଦନରେ ତୁ ଅଛୁରେ ଏମିତି (ଅଛୁରେ ଏମିତି) ତୁ ମୋ ଜୀବନର ସାଥି ମୋ ମରଣର ସାଥି ମୋ ଗଲାଜନ୍ମ ସାଥି ମୋ ଆର ଜନ୍ମ ସାଥି ଗୋଟେ ଦେହ ପ୍ରାଣ ଯେମିତି ତୁ ମୋର, ତୁ ମୋର ତୁ ମୋର ନିଝୁମ ରାତିର ସାଥି ତୁ ମୋର ତୁ ମୋର ନିଝୁମ ରାତିର ସାଥି ତୁ ମୋର ତୁ ମୋର ନିଝୁମ ରାତିର ସାଥି ତୁ ମୋର ତୁ ମୋର ନିଝୁମ ରାତିର ସାଥି