Skip to content
Lyric
Dive
Public playlists
My playlists
Search
Sign in
Karidiya Paari
Sonu Nigam
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଓଁ
ଓଁ
ଓଁ
କରିଦିଅ ପାରି
ଏ ଜୀବନ ତରି
ତୁମ ଶରଣରେ ବଜରଙ୍ଗବାଲି
କରିଦିଅ ପାରି (କରିଦିଅ ପାରି)
ଏ ଜୀବନ ତରି (ଏ ଜୀବନ ତରି)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
ଏକା ତୁମେ ସତ
ବାକି ସବୁ ମିଛ
ତୁମ ଶରଣରେ ବଜରଙ୍ଗବାଲି
ଏକା ତୁମେ ସତ (ଏକା ତୁମେ ସତ)
ବାକି ସବୁ ମିଛ (ବାକି ସବୁ ମିଛ)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
କରିଦିଅ ନାଶ
ଦୁର୍ଜନ ରାକ୍ଷସ
ତୁମ ଶରଣରେ ବଜରଙ୍ଗବାଲି
କରିଦିଅ ନାଶ (କରିଦିଅ ନାଶ)
ଦୁର୍ଜନ ରାକ୍ଷସ (ଦୁର୍ଜନ ରାକ୍ଷସ)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
ତୁମ ଭରସାରେ ସାଧୁ, ସନ୍ଥ, ଭକ୍ତ
ତୁମ ଶରଣରେ ବଜରଙ୍ଗବାଲି
ତୁମ ଭରସାରେ ସାଧୁ, ସନ୍ଥ, ଭକ୍ତ ତୁମ ଭରସାରେ ସାଧୁ, ସନ୍ଥ, ଭକ୍ତ (ତୁମ ଭରସାରେ ସାଧୁ, ସନ୍ଥ, ଭକ୍ତ)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
ଓଁ... (ଓଁ...)
ଓଁ... (ଓଁ...)
ଓଁ... (ଓଁ...)
ଚାରିଦିଗେ ତୁମ ଜୟଜୟ କାର
ତୁମ ଶରଣରେ ବଜରଙ୍ଗବାଲି
ଚାରିଦିଗେ ତୁମ ଜୟଜୟ କାର (ଚାରିଦିଗେ ତୁମ ଜୟଜୟ କାର)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
ଦୁଃଖୀ, ଭୋଗୀ, ରୋଗୀ, ଗରିବ, ନିର୍ଦ୍ଧନ
ତୁମ ଶରଣରେ ବଜରଙ୍ଗବାଲି
ଦୁଃଖୀ, ଭୋଗୀ, ରୋଗୀ, ଗରିବ, ନିର୍ଦ୍ଧନ (ଦୁଃଖୀ, ଭୋଗୀ, ରୋଗୀ, ଗରିବ, ନିର୍ଦ୍ଧନ)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
ତୁମ କୃପା ବଳେ ଜଗତ ମଙ୍ଗଳ
ତୁମ ଶରଣରେ ବଜରଙ୍ଗବାଲି
ତୁମ କୃପା ବଳେ ଜଗତ ମଙ୍ଗଳ (ତୁମ କୃପା ବଳେ ଜଗତ ମଙ୍ଗଳ)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
ମୁନି, ଜପି, ତପୀ, ପ୍ରବଳ ପ୍ରତାପୀ
ତୁମ ଶରଣରେ ବଜରଙ୍ଗବାଲି
ମୁନି, ଜପି, ତପୀ, ପ୍ରବଳ ପ୍ରତାପୀ (ମୁନି, ଜପି, ତପୀ, ପ୍ରବଳ ପ୍ରତାପୀ)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
ଓଁ
ଓଁ
ଓଁ
ମାନି, ଅହଙ୍କାରୀ କରନ୍ତି ଗୁହାରୀ
ତୁମ ଶରଣରେ ବଜରଙ୍ଗବାଲି
ମାନି, ଅହଙ୍କାରୀ କରନ୍ତି ଗୁହାରୀ (ମାନି, ଅହଙ୍କାରୀ କରନ୍ତି ଗୁହାରୀ)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
ସର୍ବେ ଦିଗଭ୍ରଷ୍ଟ, ସର୍ବେ ପଥଭ୍ରଷ୍ଟ
ତୁମ ଶରଣରେ ବଜରଙ୍ଗବାଲି
ସର୍ବେ ଦିଗଭ୍ରଷ୍ଟ, ସର୍ବେ ପଥଭ୍ରଷ୍ଟ (ସର୍ବେ ଦିଗଭ୍ରଷ୍ଟ, ସର୍ଭେ ପଥଭ୍ରଷ୍ଟ)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
ଅନ୍ଧକାରେ ପ୍ରଭୁ ଦିଅ ହେ ଆଲୋକ
ତୁମ ଶରଣରେ ବଜରଙ୍ଗବାଲି
ଅନ୍ଧକାରେ ପ୍ରଭୁ ଦିଅ ହେ ଆଲୋକ (ଅନ୍ଧକାରେ ପ୍ରଭୁ ଦିଅ ହେ ଆଲୋକ)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
କରାଅ ସରବେ ମାର୍ଗ ଦରଶନ
ତୁମ ଶରଣରେ ବଜରଙ୍ଗବାଲି
କରାଅ ସରବେ ମାର୍ଗ ଦରଶନ (କରାଅ ସରବେ ମାର୍ଗ ଦରଶନ)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
ଓଁ... (ଓଁ...)
ଓଁ... (ଓଁ...)
ଓଁ... (ଓଁ...)
ସର୍ବ ସୁଖ, ଶାନ୍ତି ତୁମ ଶ୍ରୀ ଚରଣେ
ତୁମ ଶରଣରେ ବଜରଙ୍ଗବାଲି
ସର୍ବ ସୁଖ, ଶାନ୍ତି ତୁମ ଶ୍ରୀ ଚରଣେ (ସର୍ବ ସୁଖ, ଶାନ୍ତି ତୁମରି ଚରଣେ)
ତୁମ ଶରଣରେ ବଜରଙ୍ଗବାଲି (ତୁମ ଶରଣରେ ବଜରଙ୍ଗବାଲି)
ସଙ୍କଟ ମୋଚନ, ଦୁଃଖ ପ୍ରଭଞ୍ଜନ
ତୁମ ଶରଣରେ ବଜରଙ୍ଗବାଲି
ସଙ୍କଟ ମୋଚନ, ଦୁଃଖ ପ୍ରଭଞ୍ଜନ (ସଙ୍କଟ ମୋଚନ, ଦୁଃଖ ପ୍ରଭଞ୍ଜନ)