Skip to content

Eka To Bhakata Jibana

Bhikari Bala
Popularity · Low

YouTube

Searching YouTube...

Lyrics

ଏକା ତୋ ଭକତ ଜୀବନ ଭକତ ନିମନ୍ତେ ତୋର ଶଙ୍ଖ ଚକ୍ରେ ଚିହ୍ନ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ଭକତ ନିମନ୍ତେ ତୋର ଶଙ୍ଖ ଚକ୍ରେ ଚିହ୍ନ ଏକା ତୋ ଭକତ ଜୀବନ ଭକତ ତୋ ମାତା-ପିତା, ଭକତ ତୋ ବନ୍ଧୁ ଭକତ ହିତରେ ତୋର ନାମ କୃପାସିନ୍ଧୁ, ନାମ କୃପାସିନ୍ଧୁ (ଭକତ ତୋ ମାତା-ପିତା, ଭକତ ତୋ ବନ୍ଧୁ) (ଭକତ ହିତରେ ତୋର ନାମ କୃପାସିନ୍ଧୁ, ନାମ କୃପାସିନ୍ଧୁ) ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ