Sun Zara
Humane Sagar
Popularity · Low
YouTube
Searching YouTube...
Lyrics
ମୋ ଭିତରେ ମୁଁ ନାହିଁ
ମୋ ଦେହରେ ତୋ ଛାଇ
ମୋ ଭିତରେ ମୁଁ ନାହିଁ
ମୋ ଦେହରେ ତୋ ଛାଇ
ମୋ ବାଟରେ ତୋ ଚେହେରା
सुन ज़रा, सुन ज़रा
सुन ज़रा, सुन ज़रा
ଦୁରେ ଥିଲେ ଦେଲେ ଧରା
ଡ଼ାକି ନେଲା ତୋ ଚେହେରା
ଦୁରେ ଥିଲେ ଦେଲେ ଧରା
ଡ଼ାକି ନେଲା ତୋ ଚେହେରା
ଜାଣିଲି ତୋ ପ୍ରେମ ନିଆରା
सुन ज़रा, सुन ज़रा
सुन ज़रा, सुन ज़रा
ପାଖକୁ ଡାକିଲୁ ପାଖରେ ବସିଲୁ ଓ ସାଥି
ପ୍ରେମରେ ଛୁଇଁଲୁ ପ୍ରେମରେ କହିଲୁ ଦିନ ରାତି
ଜାଣିନି କେମିତି ନିଜର ଲାଗିଲୁ ଏମିତି
ସ୍ୱପ୍ନରେ ସାମ୍ନାରେ ସବୁଠି ରହିଛୁ ତୁ ଯେମିତି
ଆଜିକାଲି ଏଇ ଆଖି ମୋର ତୋତେ ଖାଲି ଖୋଜୁଛି
ଖୋଜୁ ଖୋଜୁ କାଳେ ହଜିଯିବି ଭାରି ଡ଼ର ଲାଗୁଛି
ତୋତେ ଖୋଜେ ଦିନ ସାରା
सुन ज़रा, सुन ज़रा
सुन ज़रा, सुन ज़रा
When I need you all
Feel me at my soul
You're just an angel for me
Thats rare you are
I can feel the love
I can feel you
Its something never before, ହୋ
ଅଜଣା ଅତୀତ ଜାଣିବାକୁ ମୋର ଇଚ୍ଛା ନାହିଁ
ଏତିକି ଜାଣିଛି ଜିଇଁଛୁ ଖାଲି ତୁ ମୋ ପାଇଁ
ଏଇ ମୋ ଜୀବନେ ତୁ ତ ନଥିଲେ ମୁଁ ନାହିଁ
ତୋ ବିନା ଅନ୍ଧାର ଜୀବନରେ ମୋର କିଛି ନାହିଁ
ହଁ, କହିଦିଅ ଥରେ ମୋ ପ୍ରେମକୁ ରଖିବ ସାଇତି
ତୋ ପ୍ରେମ ଯେ ମୋ ପ୍ରେମ, ଭୁଲିବି କେମିତି?
ମିଳିଗଲା ମିଠା ସାହାରା
सुन ज़रा, सुन ज़रा
सुन ज़रा, सुन ज़रा