Skip to content
Lyric
Dive
Public playlists
My playlists
Search
Sign in
Rangalata (From "Katak Sesaru Arambha")
Aseema Panda, DebaKrupa
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଆଖିରେ ଯେବେ ମାରିଦେଲି ଗୁଳି
ଛାତରୁ ଟୋକା ପଡ଼ିଲେ ରେ ଗଳି
ଆଖିରେ ଯେବେ ମାରିଦେଲି ଗୁଳି
ଛାତରୁ ଟୋକା ପଡ଼ିଲେ ରେ ଗଳି
ଆରେ, ଲୁସ୍କୁ ଲୁସା, ମୋ ବଉଳ ଖୋଷା
ଆଖିର ଖୋଷା, ହଁ, ମହୁଲି ନିଶା
ହଁ, ହାଏ-ହାଏ ମୋ କଥାରେ ନାହିଁ ବାଡ଼ କି ବତା
ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
ହଁ, ଓଡ଼ିଶାରେ ବଛା-ବଛା ଯେତେକ ସୁନ୍ଦରୀ
ନୁହଁନ୍ତି ରେ କେହି ଜମା ମୋ ବରାବରି
ଋଷିଲେ ମୁଁ ଶ୍ରୀଦେବୀ, ହସିଲେ ମାଧୁରୀ
ମୋ ପାଇଁ ଚାରିଆଡ଼େ, curfew ହୁଏ ଜାରି
ତୁ ଲୋଟଣୀ ପାରା, ତୁ ସଞ୍ଜୁଆ ତାରା
ତୁ କାହାଣୀ ପେଡ଼ି, ମୁଁ ଅସଲି ହୀରା
ଏଇ area ର ସବୁ ଟୋକାଙ୍କୁ ଘାରେ ମୋରି ଚିନ୍ତା
ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
ହଁ, ହଁ, ହଁ, ହଁ
କେତେ କେତେ ରୋମେଓଙ୍କୁ ବନାଏ ମୁଁ बुद्धू
ନେତା, ମନ୍ତ୍ରୀ ସବୁ ମୋର ଗୁଆ ଦିଆ ବନ୍ଧୁ
ଧାରୁଆ ମୋ ଚାହାଣୀରେ ଚଲାଏ ମୁଁ ଯାଦୁ
କିଏ ଯାଚେ କିଲେ ସୁନା, ହବାକୁ ତା ବଧୂ
ଆରେ, मछली ଅଣ୍ଟା, ମୋ ଗୋଲାପ କଣ୍ଟା
ଭଙ୍ଗା ମନକୁ ଯୋଡ଼େ ମାରି ପୀରତି ଅଠା
ଆରେ, ଯୁଆଡ଼େ ବର୍ଷା ସିଆଡ଼େ ଖୋଲେ ମୋରି ଛତା
ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା