Skip to content

Mulki Hasi Mardala

JRM Bawa, UMAKANT BARIK & Archana Padhi
Popularity · Low

YouTube

Searching YouTube...

Lyrics

ଦେଖିଛେ ସପନଟେ ଆସିଛେ ଜନେ ସେ ଦିଲର ଝରକା ଖୋଲି ତାର୍ ଠରା-ନରା ଆଉ ମନଗିନା କଥା ପାରବାର୍ ନାଇଁ ମୁଇଁ ଭୁଲି ବଡେ ଦିନୁ ନାହିଁ ଦେଖି ତାହାକେ ଯେ, ବଦଲିଥିବା ଭାବୁଥିଲି ହେଲେ ବଦଲି ନାଇଁ ସେ ସରଗର ସୁନ୍ଦରୀ, ହସିଥି ମୁଇଁ ଫସିଗଲି ତୋର୍ କଜଲି ଆଖି ହି ଧନ ରେ ମୋତେ କରିଦେଲାନ ପାଗଲା ज़हर ର ଦରକାର ନାଇଁନ, ତୋର୍ ମୁଲକି ହସି ମାରିଦେଲା ହାଏ ତୋର୍ ମୁଲକି ହସି मार डाला, मार डाला मार डाला, मार डाला, मार डाला, मार डाला, मार डाला रे ହାଏ ତୋର୍ ମୁଲକି ହସି मार डाला, मार डाला मार डाला, मार डाला, मार डाला, मार डाला, मार डाला रे ହେଲା ରେ, ପ୍ରେମ୍ ହେଲା ରେ डोला रे, ମନଟା डोला रे आशिक़ी ତୋର୍ କଲା ଦିୱାନୀ କୁଆଁରୀ ମନ୍ ଚୁରେଇ ନେଲା ରେ ହାଏ ତୋର୍ पागलापन ମନଟା ରସେଇ ଦେଲା, निंदिया ଉଡାଲା मार डाला, मार डाला, मार डाला रे ହାଏ ତୋର୍ ଛଲକି ଆଖି मार डाला, मार डाला मार डाला, मार डाला, मार डाला, मार डाला, मार डाला रे ହାଏ ରେ ତୋ ଇଶାରା ଯେନ୍ ଦିନୁ ଦେଲୁ ରେ ଧରା ହେଇଛେ ବାଉରା, ହାଁ Daily daily ତୋର୍ ସାଙ୍ଗେ ଦେଖା ହାଏ ରେ ରାଜା, ଲାଗେ ମଜା ତୋର୍ propose କରା ରେ ଏ ଧନ ରେ, ସୁନା ରେ, मौसम ଟା ରଙ୍ଗିଲା ହେଲା बाहों में आजा रे ଧନ ତୋ ପ୍ରେମ୍ ଗଲିରେ, ତତେ ମୁଇଁ ପାଇଗଲି ରେ आशिक़ी ତୋର୍ କଲା ଦିୱାନୀ, କୁଆଁରୀ ମନ୍ ଚୁରେଇନେଲା ରେ ହାଏ ତୋର୍ ଚାହାନୀ ଚାଖି मार डाला, मार डाला मार डाला, मार डाला, मार डाला, मार डाला, मार डाला रे ହାଏ ତୋର୍ दीवानापन ଦିୱାନୀ ବନାଲା, ଏ ମହନି ଲଗାଲା मार डाला, मार डाला, मार डाला रे ନନୀର୍ ମୁହଁ ମଲକା ମହନି ଲଗା Style ଟା ତ ଲକ୍ଷେ ଟଙ୍କା ଜହ୍ନ୍ ମାମୁଁର୍ ଚମକୁଥିସି, ଅନ୍ଧାର ରାତିର୍ ବିଜଲି ଖୁମା ହସି ଦେଖି ତାର୍ ପାଗଲା ଅଧା କୃଷ୍ଣ ଏ ଧନ, ତୁଇ ମୋର୍ ରାଧା ଛୁଆ ବେଲର୍ ସେ ଲୁକ୍-ଲୁକାନିନୁ କରିନେଲୁ ମୋର୍ ମନଥି ଜାଗା ତୁଇ ଡାଲେ ଗଲେ ପତରେ ଯିମି, ହାତ ଛାଡି ନାଇଁ ଦିଏଁ ଆରେ, film ନୁ ବଢି love-story ଆମର୍, ଭୁଲି ତତେ ନାଇଁଦିଏ ଆଉ ଦିଲଟା ମୋର one-way ଧନ, ମୁଡି ଯାଇ ନାଇଁଦିଏ ଯେତେ ଅଛେ ତୋର୍ ନାଗି feelings ଭିତରେ କହେମି ଆଜି ତୋର୍ ମୁହେଁ ତୁଇ loaded ବାଲା mouser, ମୁଇଁ ରାମପୁରୀ ବାଲା ଛୁରା ଏ ଉଜ୍ଜ୍ୱଳ ଜୀବନର୍ ଜହ୍ନ ଆଉ ବେଲେ ମୁଇଁ ଆଏଁ ଧନ ତରା ଫେର୍ ଥଣ୍ଡା ପଡଲା ସପନଥି ମୋର୍ ତୁଇ ଆଉ କଅଁଲି ଖରା ତୋର୍ area ମାରଲେ बराती entry, ନାଚୁଥିବା ତୋର୍ ପଡା ଆରେ ଗଲି ଗଲି କହେଶନ୍ ବାବା ତୁମର୍ ଏଇ ଯୁଡି ତ market ଖାଇଲା ଗୁଲିର୍ କାଏଁ ଦରକାର, ତୋର୍ ମୁଲକି ହସି मार डाला ହେଇ, ମୁଇଁ ତ ତୋର୍ lover-boy ତୁଇ ତ ମୋର୍ dream-girl ରାନୀ ପୁରା ସହେରୁ ସହେ, ହେ ବୋହୁ-ବୋହୁ ବୋଲି ଡାକ ଦେଉଛନ୍ ତୋର୍ ସାଙ୍ଗ ମାନେ ଏ hero ମୁଇଁ ଲାଜେ ମରିଯାଏଁ ଓ ପ୍ରିୟା, ଓ सनम वादा ରହେଲା जनम ଯାଏଁ ବନେଇ ନେମି दुलहन ସାଜି ତୋର୍ ସୁନ୍ଦରୀ ଲୈଲା ରେ Crazy ମୋ ମନଟା ହେଲା ରେ आशिक़ी ତୋର୍ କଲା ଦିୱାନୀ କୁଆଁରୀ ମନ୍ ଚୁରେଇ ନେଲା ରେ ଗାଲ ତୋର୍ ହଲଦୀ ମାଖୀ मार डाला, मार डाला मार डाला, मार डाला, मार डाला, मार डाला, मार डाला रे ହାଏ ତୋର୍ मनचलापन, ଚୁଲବୁଲି ବନାଲା, ପ୍ରେମ୍ ଶିଖେଇଦେଲା मार डाला, मार डाला, मार डाला रे