Skip to content
Lyric
Dive
Public playlists
My playlists
Search
Sign in
Prema Hei Gala Janili
Sivani Sangita & Prem Anand
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ମନ ଥିଲା ଅମାନିଆ ଭାରି ଅବୁଝା (ଅବୁଝା)
ଛାତିତଳେ ଘର ଥିଲା ଦର-ଆଉଜା (ଆଉଜା)
ମନ ଥିଲା ଅମାନିଆ ଭାରି ଅବୁଝା
ଛାତିତଳେ ଘର ଥିଲା ଦର-ଆଉଜା
ଧିରେ ଧିରେ ଆସିଲୁ, ଘର କରି ବସିଲୁ
ମନକୁ ପଚାରି ବୁଝିଲି
ପ୍ରେମ ହେଇଗଲା ଜାଣିଲି
ପ୍ରେମ ହେଇଗଲା ଜାଣିଲି
ପ୍ରେମ ହେଇଗଲା ଜାଣିଲି
ପ୍ରେମ ହେଇଗଲା ଜାଣିଲି
କାହା କଥା ଭାବୁଥିଲି?
କାହା ସ୍ୱପ୍ନ ଦେଖୁଥିଲି?
ଥରେ-ଥରେ ମୁଁ, ମୁଁ, ମୁଁ
ଏବେ ବୋଧେ ବୁଝିଗଲି
ଯାହା ସ୍ୱପ୍ନ ଦେଖୁଥିଲି
ସେଇ ପୁଅ ତୁ, ତୁ, ତୁ
ସ୍ଵପ୍ନ ଥିଲା ମୋ ପାଇଁ ଭାରି ନିଆରା (ନିଆରା)
ଫଗୁଣର ଋତୁ ପରି ଦେଲୁ ଇସାରା (ଇସାରା)
ଏମିତି ତୁ ଆସିଲୁ, ମନ ଚୋରି କରିଲୁ
ନିଜ ପାଖେ ନିଜେ ହାରିଲି
ପ୍ରେମ ହେଇଗଲା ଜାଣିଲି
ପ୍ରେମ ହେଇଗଲା ଜାଣିଲି
ପ୍ରେମ ହେଇଗଲା ଜାଣିଲି
ପ୍ରେମ ହେଇଗଲା ଜାଣିଲି
ଚମକିଲା ମୋ ଭାଗ୍ୟ
ଢାଳିଦେଲୁ ପ୍ରେମ ରଙ୍ଗ
ଯେବେଠାରୁ ତୁ, ତୁ, ତୁ
ଯାହାପାଇଁ ଭାବନାରେ
ଫୁଲଶେଯ ଗୋଲାପରେ
ସଜେଇଛି ମୁଁ, ମୁଁ, ମୁଁ
ଧିରେ ଆସି ଛୁଇଁଦେଲା ଦୁଷ୍ଟ ପବନ (ପବନ)
ଆଙ୍କିଦେଲା ମୋ ଦେହରେ ମିଠା ଚୁମ୍ବନ (ଚୁମ୍ବନ)
ଲାଜରେ ମୁଁ ସରିଲି, ନଚାଲି ବି ଝୁଣ୍ଟିଲି
ହାଏ ରେ ମୁଁ କଣ କଲି?
ପ୍ରେମ ହେଇଗଲା ଜାଣିଲି
ପ୍ରେମ ହେଇଗଲା ଜାଣିଲି
ପ୍ରେମ ହେଇଗଲା ଜାଣିଲି
ପ୍ରେମ ହେଇଗଲା ଜାଣିଲି