Skip to content
Lyric
Dive
Public playlists
My playlists
Search
Sign in
Daru Daaaru
Kuldeep Pattanaik
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
କଳାମେଘି କେଶ ତୋର, ଗୋରା-ଗୋରା ଗାଲ୍
शृङ्गार କରିଛୁ ଏମିତି ଲାଗୁ ଗୋଟେ ମାଲ୍
(दारू-दारू, दारू-दारू, दारू-दारू)
କଳାମେଘି କେଶ ତୋର, ଗୋରା-ଗୋରା ଗାଲ୍
शृङ्गार କରିଛୁ ଏମିତି ଲାଗୁ ଗୋଟେ ମାଲ୍
दारू-दारू, दारू-दारू, ନା-ନା ଜମା ଚଢୁନି ଗୋରୀ
ତୋବିନା-ତୋବିନା दारू, ନା-ନା ମୋତେ ଚଢୁନି ଗୋରୀ
दारू-दारू, दारू-दारू, ନା-ନା ଜମା ଚଢୁନି ଗୋରୀ
ତୋବିନା-ତୋବିନା दारू, ନା-ନା ମୋତେ ଚଢୁନି ଗୋରୀ
(ଧୀରେ-ଧୀରେ ଚାଲ, ଧୀରେ-ଧୀରେ ଚାଲ ଗୋରୀ)
(ଭଲ ନାହିଁ ଆଜି ଦୁନିଆଁର ହାଲ ଗୋରୀ)
(ଆକାଶରୁ ଓହ୍ଲେଇଛୁ ସ୍ୱର୍ଣ୍ଣ-ଅପ୍ସରୀ)
(ଏତେ ସୁନ୍ଦରିଆ ଦେଖି କେହି କରିନବ ଚୋରି)
(ଧୀରେ-ଧୀରେ ଚାଲ, ଧୀରେ-ଧୀରେ ଚାଲ ଗୋରୀ)
(ଭଲ ନାହିଁ ଆଜି ଦୁନିଆଁର ହାଲ୍ ଗୋରୀ)
(ଆକାଶରୁ ଓହ୍ଲେଇଛୁ ସ୍ୱର୍ଣ୍ଣ-ଅପ୍ସରୀ)
(ଏତେ ସୁନ୍ଦରିଆ ଦେଖି କେହି କରିନବ ଚୋରି)
ଏ, ଗୋରୀ ଲାଗୁ କନ୍ୟାକୁମାରି
ଏ, ଗୋରୀ ଲାଗୁ ମିଠା-ଲହରୀ
ଯାଏ ମୁଁ ଶିହରି
(ଧୀରେ-ଧୀରେ ଚାଲ, ଧୀରେ-ଧୀରେ ଚାଲ ଗୋରୀ)
(ଭଲ ନାହିଁ ଆଜି ଦୁନିଆଁର ହାଲ୍ ଗୋରୀ)
(ଆକାଶରୁ ଓହ୍ଲେଇଛୁ ସ୍ୱର୍ଣ୍ଣ-ଅପ୍ସରୀ)
(ଏତେ ସୁନ୍ଦରିଆ ଦେଖି କେହି କରିନବ ଚୋରି)
ଏ, ଗୋରୀ ଲାଗୁ କନ୍ୟାକୁମାରି
ଏ, ଗୋରୀ ଲାଗୁ ମିଠା-ଲହରୀ
ଯାଏ ମୁଁ ଶିହରି
ଗୋରା-ଗୋରା ଗାଲ୍, ତୋର ଗୋରା-ଗୋରା ଗାଲ୍
ଲାଗୁ-ଲାଗୁ-ଲାଗୁ ମୋତେ ତୁ ଲାଗୁ ଗୋଟେ ମାଲ୍
दारू-दारू, दारू-दारू, ନା-ନା ଜମା ଚଢୁନି ଗୋରୀ
ତୋବିନା-ତୋବିନା दारू, ନା-ନା ମୋତେ ଚଢୁନି ଗୋରୀ
दारू-दारू, दारू-दारू, ନା-ନା ଜମା ଚଢୁନି ଗୋରୀ
ତୋବିନା-ତୋବିନା दारू, ନା-ନା ମୋତେ ଚଢୁନି ଗୋରୀ
ଆଖି ତୋର ମଧୁଝରା, ଆଖି-ଠାର ମାରି ମୋତେ ମାରିଦଉଛୁ
ହସ ତୋର ଲାଜ ମିଶା, ହସିଦେଇ ସବୁ କଥା ସାରିଦଉଛୁ
ସାରେ-ଗାମା-ପାଧା-ନି ତୁ ମିଠା ସରଗମ୍
ବାଜୁ ଏଠି ସେଠି ଚାରିପାଖେ ତୁ हरदम