Skip to content
Lyric
Dive
Public playlists
My playlists
Search
Sign in
Prema Parijata Phula
Chitta Jena, H.P.Geeta, Upendra Kumar
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ପ୍ରେମ, ପାରିଜାତ ଫୁଲ, ମନ ଯେ ନନ୍ଦନକାନନ
ପ୍ରେମ, ପାରିଜାତ ଫୁଲ, ମନ ଯେ ନନ୍ଦନକାନନ
ପ୍ରେମ, ସେ ତ କୋଣାରକ, ହୃଦୟଟା ଝାଉଁବଣ
ପ୍ରେମ, ପାରିଜାତ ଫୁଲ, ମନ ଯେ ନନ୍ଦନକାନନ
ପ୍ରେମ, ସେ ତ କୋଣାରକ, ହୃଦୟଟା ଝାଉଁବଣ
ପ୍ରେମ ଏଇ ସାଗରର ନୀଳ-ନୀଳ
ମତୁଆଲା ଢେଉ ଛୁଇଁ ଯାଏ କୂଳ
ପ୍ରେମ ଏଇ ସାଗରର ନୀଳ-ନୀଳ
ମତୁଆଲା ଢେଉ ଛୁଇଁ ଯାଏ କୂଳ
ନୀତି ଆସେ ନିଶି ଦୁରେ ରହି ନାହିଁ
ମନେ କାରେ ରଖିବାକୁ ଚାହେଁନାହିଁ
ଏ କଥା କୁହନା, ବୁଝେନା ମୋ ମନ
ପ୍ରେମ, ପାରିଜାତ ଫୁଲ, ମନ ଯେ ନନ୍ଦନକାନନ
ପ୍ରେମ, ସେ ତ କୋଣାରକ, ହୃଦୟଟା ଝାଉଁବଣ
ପ୍ରେମ କଇଁଫୁଲ, ମନ ଜହ୍ନରାତି
କିଛି ମିଛ, କିଛି ସତ, ପ୍ରୀତି ରୀତି
ପ୍ରେମ କଇଁଫୁଲ, ମନ ଜହ୍ନରାତି
କିଛି ମିଛ, କିଛି ସତ, ପ୍ରୀତି ରୀତି
ପ୍ରେମ ଏଇ ଜୀବନର ପୂଜାଫୁଲ
ଗୀତ ବିନା ନଅଁର ତ ନାହିଁ ମୂଲ
ତୁଟିବ ନାହିଁଟି ଆମରି ମିଳନ, ବନ୍ଧନ
ପ୍ରେମ, ପାରିଜାତ ଫୁଲ, ମନ ଯେ ନନ୍ଦନକାନନ
ପ୍ରେମ, ସେ ତ କୋଣାରକ, ହୃଦୟଟା ଝାଉଁବଣ
ହୃଦୟଟା ଝାଉଁବଣ
ହୃଦୟଟା ଝାଉଁବଣ