Skip to content
Lyric
Dive
Public playlists
My playlists
Search
Sign in
Hau Se Duba Hau Se Daru
Namita Agrawal
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ହଉ ସେ ଦୁବ, ହଉ ସେ ଦାରୁ, ହଉ କାଳିଆ
ସୁନ୍ଦର ମୋ ନୀଳା-ଚଳିଆ, ହୋ-ହୋ
ସୁନ୍ଦର ମୋ ନୀଳା-ଚଳିଆ
ସିଏ ମୋର ହୀରା, ସିଏ ମୋର ନୀଳା, ସୁନା ଥାଳିଆ
ସୁନ୍ଦର ମୋ ନୀଳା-ଚଳିଆ, ହୋ-ହୋ
ସୁନ୍ଦର ମୋ ନୀଳା-ଚଳିଆ
ହଉ ସେ ଦୁବ, ହଉ ସେ ଦାରୁ, ହଉ କାଳିଆ
ସୁନ୍ଦର ମୋ ନୀଳା-ଚଳିଆ ହୋ-ହୋ
ସୁନ୍ଦର ମୋ ନୀଳା-ଚଳିଆ
ବାଛି-ବାଛି ଆଦରିଛି, ତୁଳସୀ ପତର
ଯିଏ ନେଇ ତୁଣ୍ଡେ ଦେଲା, ହେଲା ସେ ଉଦ୍ଧାର
ବାଛି-ବାଛି ଆଦରିଛି, ତୁଳସୀ ପତର
ଯିଏ ନେଇ ତୁଣ୍ଡେ ଦେଲା, ହେଲା ସେ ଉଦ୍ଧାର
ବାସ ଚନ୍ଦନରେ, ବାସୁ ଥାଏ ଯିଏ, ବାରମାସିଆ
ସୁନ୍ଦର ମୋ ନୀଳା-ଚଳିଆ, ହୋ-ହୋ
ସୁନ୍ଦର ମୋ ନୀଳା-ଚଳିଆ
ହଉ ସେ ଦୁବ, ହଉ ସେ ଦାରୁ, ହଉ କାଳିଆ
ସୁନ୍ଦର ମୋ ନୀଳା-ଚଳିଆ, ହୋ-ହୋ
ସୁନ୍ଦର ମୋ ନୀଳା-ଚଳିଆ
କଥା ଅଛି ଆପେ ମଲେ, ଦେଖିବ ସରଗ
ନ ମରି ମୁଁ ସ୍ବର୍ଗ ଦେଖେ, ଏଇ ମୋ ଗରବ
କଥା ଅଛି ଆପେ ମଲେ, ଦେଖିବ ସରଗ
ନ ମରି ମୁଁ ସ୍ବର୍ଗ ଦେଖେ, ଏଇ ମୋ ଗରବ
ବାର ମାସେ ଯିଏ, ବେଶ ହଉଥାଏ, ଭଳିଭଳିଆ
ସୁନ୍ଦର ମୋ ନୀଳା-ଚଳିଆ, ହୋ-ହୋ
ସୁନ୍ଦର ମୋ ନୀଳା-ଚଳିଆ
ହଉ ସେ ଦୁବ, ହଉ ସେ ଦାରୁ, ହଉ କାଳିଆ
ସୁନ୍ଦର ମୋ ନୀଳା-ଚଳିଆ, ହୋ-ହୋ
ସୁନ୍ଦର ମୋ ନୀଳା-ଚଳିଆ
ସିଏ ମୋର ହୀରା, ସିଏ ମୋର ନୀଳା, ସୁନା ଥାଳିଆ
ସୁନ୍ଦର ମୋ ନୀଳା-ଚଳିଆ, ହୋ-ହୋ
ସୁନ୍ଦର ମୋ ନୀଳା-ଚଳିଆ
ସୁନ୍ଦର ମୋ ନୀଳା-ଚଳିଆ, ହୋ-ହୋ
ସୁନ୍ଦର ମୋ ନୀଳା-ଚଳିଆ