Skip to content
Lyric
Dive
Public playlists
My playlists
Search
Sign in
Maja Alaga
Mantu Chhuria, ASEEMA PANDA
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଆଖି ତୋର ଶର୍ମିଲୀ
ଇଶାରା ତୋ ଚଗଲି
ତୋ ପ୍ରେମର ଗୋଲାପି ରଙ୍ଗ କଲା ମତେ ରଙ୍ଗୋଲି
ଆଖି ତୋର ଶର୍ମିଲୀ
ଇଶାରା ତୋ ଚଗଲି
ତୋ ପ୍ରେମର ଗୋଲାପି ରଙ୍ଗ କଲା ମତେ ରଙ୍ଗୋଲି
ମୋ ମନ ମଖମଲ୍ଲି
ହେଲା ରେ ମତୁଆଲି
ଯେବେ ମୋ ସପନେ ଆସି ଛୁଇଁ ତୁ ଗଲୁ ଚାଲି
ତୋର ସେଇ ମିଠା ଛୁଆଁରେ ମୋ ହୃଦୟ ହେଲା ଓଦା
ତତେ ହାଲ୍କା-ହାଲ୍କା ଛୁଇଁବାର ମଜା ଅଲଗା
ତତେ ଭାବି-ଭାବି ଶୋଇବାର ମଜା ଅଲଗା
ତତେ ସପନରେ ଦେଖିବାର ମଜା ଅଲଗା
ତତେ ମନ ତଳେ ରଖିବାର ମଜା ଅଲଗା
ଜହ୍ନ ତୋ ପରି, ନା ତୁ ଜହ୍ନ ପରି?
ମନ ତୋ ପାଖେ ହେଇଗଲା ଚୋରି
ନଜରରେ ତୁ ଦେଲୁ ମାରି
ଲାଜ ଶିଖିଗଲି, ତତେ ନିଜର କରି
ମନ ଆଜିକାଲି ତତେ ଖୋଜେ ଭାରି
ମାଟି ଲାଗେ ମୋତେ ମୋତି ପରି
ଭଲ ତୁ ଏତେ ଲାଗିଲୁ ମୋ ମନରେ ଦେଲି ଜାଗା
ତତେ ହାଲ୍କା-ହାଲ୍କା ଛୁଇଁବାର ମଜା ଅଲଗା
ତତେ ଭାବି-ଭାବି ଶୋଇବାର ମଜା ଅଲଗା
ତତେ ସପନରେ ଦେଖିବାର ମଜା ଅଲଗା
ତତେ ମନ ତଳେ ରଖିବାର ମଜା ଅଲଗା
ଯେତେ ମୁଁ ଭାବେ ତୋଠୁ ଲୁଚିବାକୁ
ସେତେ ମୋ ଆଖି କହେ ଦେଖିବାକୁ
ପାଦ ଚାଲିଯାଏ ତୋ ପାଖକୁ
ତୁ ଥିଲେ ମୋ ପାଖେ ଝରେ ଅଦିନେ ମେଘ
ମନ ସାରା ମୋର ଲାଗେ ପ୍ରେମଦାଗ
ପବନଟା ଲାଗେ ପ୍ରେମଦାଗ
ଆଜି ଏ ପ୍ରେମପାଗରେ ତୁ ମତେ ଆସି ଚୁମିଯା
ତତେ ହାଲ୍କା-ହାଲ୍କା ଛୁଇଁବାର ମଜା ଅଲଗା
ତତେ ଭାବି-ଭାବି ଶୋଇବାର ମଜା ଅଲଗା
ତତେ ସପନରେ ଦେଖିବାର ମଜା ଅଲଗା
ତତେ ମନ ତଳେ ରଖିବାର ମଜା ଅଲଗା