Skip to content

Abhimanini A

Ira Mohanty
Popularity · Low

YouTube

Searching YouTube...

Lyrics

ଅଭିମାନିନୀ ଏ ଅମାନିଆ ଢ଼େଉ ଅଭିମାନିନୀ ଏ ଅମାନିଆ ଢ଼େଉ ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ ଅଭିମାନିନୀ ଏ ଅମାନିଆ ଢ଼େଉ ଅଭିମାନିନୀ ଏ ଅମାନିଆ ଢ଼େଉ ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ ଅଭିମାନିନୀ ଏ ଅମାନିଆ ଢ଼େଉ ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ ଅଭିମାନିନୀ ଏ ଜଣେନାହିଁ ମୁଁ, କାହଲାଗି ମୁଁ ଆଜି ଝୁମି-ଝୁମି ନାଚେ ସମୀରେ କାହାଲାଗି ଭଲପାଏ ନିର୍ଜନ କା' ମନ ନେଇ, କା' ମନ ଛୁଇଁ ଗୀତ ଗାଇ, ଗାଇ ଯାଏ ଅଧିରେ କାହାଲାଗି କେତେ ମିଛ ସପନ ଅଭିମାନିନୀ ଏ ଅମାନିଆ ଢ଼େଉ ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ ଅଭିମାନିନୀ ଏ ମନେ-ମନେ ମୁଁ ଅନେକ କଥା ଆଜି ରଖିଥିଲି ସିନା ଗୋପନ ସାକ୍ଷୀ ଅଛି ଏଇ ବେଳ ନିର୍ଜନ ଲହରୀ ଛୁଇଁ କହୁଛି ମୁହିଁ ମନଦେଇ କିଆଁ ଆଜି ମୋ ମନ ଆସଯିବା ଖୋଜି ନୁଆଁ ଜୀବନ ଅଭିମାନିନୀ ଏ ଅମାନିଆ ଢ଼େଉ ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ ଅଭିମାନିନୀ ଏ ଅମାନିଆ ଢ଼େଉ ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ ଅଭିମାନିନୀ ଏ ଅମାନିଆ ଢ଼େଉ ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ ଅଭିମାନିନୀ ଏ