Skip to content

Ahe Chaka Aakhi

Popularity · Low

YouTube

Searching YouTube...

Lyrics

ଆହେ ଚକାଆଖି ଆହେ ଚକାଆଖି, ହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଶୁଖିଲାଣି କଣ୍ଠ ଡ଼ାକି-ଡ଼ାକି ଶୁଖିଲାଣି କଣ୍ଠ ଡ଼ାକି-ଡ଼ାକି ସତ କହୁଛି କି ମିଛ ମୁଁ କହୁଛି ସତ କହୁଛି କି ମିଛ ମୁଁ କହୁଛି ବାଇଶି ପାହାଚ ତୋର ସାକ୍ଷୀ ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଦିନେ ନ ଶୁଣିଲୁ ଦୁଃଖ ମୋର ତୁ କି ନୁହଁ ନାଥ ଅନାଥର? ଦିନେ ନ ଶୁଣିଲୁ ଦୁଃଖ ମୋର ତୁ କି ନୁହଁ ନାଥ ଅନାଥର ବଡ଼ ଆଶା କରି ଆସିଥିଲି ଧାଇଁ ବଡ଼ ଆଶା କରି ଆସିଥିଲି ଧାଇଁ ବଡ଼ଦାଣ୍ଡ ତୋର ଅଛି ସାକ୍ଷୀ ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ତୋ ବିନା ମୋର କେ ଅଛି ଭବେ? କହ ମୁଁ ଡାକିବି ତାକୁ ତେବେ ତୋ ବିନା ମୋର କେ ଅଛି ଭବେ? କହ ମୁଁ ଡାକିବି ତାକୁ ତେବେ କି ପାଇଁ ନିରାଶ, କରୁ ବହିରସ? କି ପାଇଁ ନିରାଶ, କରୁ ବହିରସ? କହ ମୋର କେଉଁ ଦୋଷ ଦେଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ସବୁ ବନ୍ଧନ ମୁଁ କାଟି ଦେଇ ତୋ ଭୁଜ ଛାଇକି ଅଛି ଚାହିଁ ସବୁ ବନ୍ଧନ ମୁଁ କାଟି ଦେଇ ତୋ ଭୁଜ ଛାଇକି ଅଛି ଚାହିଁ ଦୁଃଖହାରି ତତେ କହିବି କି ଆଉ ଦୁଃଖହାରି ତତେ କହିବି କି ଆଉ ଭବ ଜଳେ ଯେବେ ଯାଏ ଭାସି ତୋ ସିଂହ-ଦୁଆର ଅଛି ସାକ୍ଷୀ ତୋ ଗରୁଡ଼ ସ୍ତମ୍ଭ ଅଛି ସାକ୍ଷୀ ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଶୁଖିଲାଣି କଣ୍ଠ ଡ଼ାକି-ଡ଼ାକି ସତ କହୁଛି କି ମିଛ ମୁଁ କହୁଛି ସତ କହୁଛି କି ମିଛ ମୁଁ କହୁଛି ବାଇଶି ପାହାଚ ତୋର ସାକ୍ଷୀ ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି ଆହେ ଚକାଆଖି