Skip to content
Lyric
Dive
Public playlists
My playlists
Search
Sign in
Kalia Rasika Raja
Arabinda Muduli
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
କାଳିଆ ରସିକରଜା ରେ
କାଳିଆ ରସିକରଜା
କାଳିଆ ରସିକରଜା ରେ
କାଳିଆ ରସିକରଜା
ପିଲାଦିନେ ଚୋରା ପିରତି କରି
ଗୋପୀଙ୍କର ଦେଲା ମହତ ସାରି
ପିଲାଦିନେ ଚୋରା ପିରତି କରି
ଗୋପୀଙ୍କର ଦେଲା ମହତ ସାରି
ବଜେଇ ମୋହନମୁରଲୀ ବାଜା ରେ
କାଳିଆ ରସିକରଜା ରେ
କାଳିଆ ରସିକରଜା
କାଳିଆ ରସିକରଜା ରେ
କାଳିଆ ରସିକରଜା
ଯମୁନା ଗଣ୍ଡରେ, ସେ ଗଣ୍ଡରେ ନାବ ବାହିଲା
ରାଇ ସଙ୍ଗେ କେଳି କରିଲା
କଦମ୍ବ ଡାଳରେ, ସେ ଡାଳରେ ନେତ ବାନ୍ଧିଲା
ବନେ ଗାଈ ଚରାଉ ଥିଲା
ବସନ ଚୋରେଇ ଗାଧୁଆ ତୁଠେ
ଲୁଚେଇଲା ନେଇ କଦମ୍ବ ଶିଖେ
ବସନ ଚୋରେଇ ଗାଧୁଆ ତୁଠେ
ଲୁଚେଇଲା ନେଇ କଦମ୍ବ ଶିଖେ
ହଜେଇଲା ଗୋପୀ ମନର ମଜା ରେ
କାଳିଆ ରସିକରଜା ରେ
କାଳିଆ ରସିକରଜା
କାଳିଆ ରସିକରଜା ରେ
କାଳିଆ ରସିକରଜା
ରଥ ଯାତରାରେ, ସୁବେଶରେ ନନ୍ଦିଘୋଷରେ
ଯାଏ ପୁରୀ ବଡ଼ଦାଣ୍ଡରେ
କମଳାଙ୍କୁ ଛାଡ଼ି, ବନମାଳୀ ଭକ୍ତ ସାଙ୍ଗରେ
ମାତିଯାଏ ରାସ ରଙ୍ଗରେ
ପୌଧ ଅବତାରେ କଳି କାଳରେ
ରାହାସ କରୁଛି ବଡ଼ଦେଉଳେ
ପୌଧ ଅବତାରେ କଳି କାଳରେ
ରାହାସ କରୁଛି ବଡ଼ଦେଉଳେ
ଦେବଦାସୀ ନାଟ ତା ପାଇଁ ଖଞ୍ଜାରେ
କାଳିଆ ରସିକରଜା ରେ
କାଳିଆ ରସିକରଜା
କାଳିଆ ରସିକରଜା ରେ
କାଳିଆ ରସିକରଜା
ପିଲାଦିନେ ଚୋରା ପିରତି କରି
ଗୋପୀଙ୍କର ଦେଲା ମହତ ସାରି
ପିଲାଦିନେ ଚୋରା ପିରତି କରି
ଗୋପୀଙ୍କର ଦେଲା ମହତ ସାରି
ବଜେଇ ମୋହନମୁରଲୀ ବାଜା ରେ
କାଳିଆ ରସିକରଜା ରେ
କାଳିଆ ରସିକରଜା
କାଳିଆ ରସିକରଜା ରେ
କାଳିଆ ରସିକରଜା
କାଳିଆ ରସିକରଜା ରେ
କାଳିଆ ରସିକରଜା