Skip to content
Lyric
Dive
Public playlists
My playlists
Search
Sign in
Tike Chagala
Ira Mohanty
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଟିକେ ଚଗଲା, ଟିକେ ରଙ୍ଗିଲା
ଟିକିଏ दीवाना ତୁ
ଟିକିଏ ବୁଧୁ, ଟିକେ ବୁଦ୍ଧିଆ
ଟିକେ बदमाश ତୁ
ତଥାପି ତତେ ମୁଁ, ପାଏ ଭାରି ଭଲ
ଜାଳି ଲକ୍ଷେ ଦୀପ, ବାଢେ ପୂଜା ଫୁଲ
ମୋ ପାଇଁ ଦେବତା ତୁ
କ'ଣ ମୁଁ? ହୁଁ-ହୁଁ-ହୁଁ
କ'ଣ ମୁଁ? ହୁଁ-ହୁଁ-ହୁଁ
ମୋ ଜୀବନର ତୁ ଜୀବନ
ମୋ ସ୍ପନ୍ଦନର ତୁ ସ୍ପନ୍ଦନ
ଲାଗୁଚି ସତେ ମୋର ତୋ ସାଥେ
ହଜାରେ ଜନ୍ମର ବନ୍ଧନ
ଟିକେ ମନୁଆ, ଟିକେ ଅବୁଝା
ଟିକେ ଅଭିମାନୀ ତୁ
ଟିକେ ମନୁଆ, ଟିକେ ଅବୁଝା
ଟିକେ ଅଭିମାନୀ ତୁ
ଆଖି ବୁଜିଦେଲେ, ସ୍ୱପ୍ନରେ ଆସୁଛୁ
ଆଖି ଖୋଲିଦେଲେ, ସାମ୍ନାରେ ହସୁଛୁ
ମୋ ପ୍ରେମ ପୃଥିବୀ ତୁ
କ'ଣ ମୁଁ? ହୁଁ-ହୁଁ-ହୁଁ
କ'ଣ ମୁଁ? ହୁଁ-ହୁଁ-ହୁଁ (बदमाश)
ସା-ସା-ରେ-ରେ-ସା-ସା-ପା-ପା
ସା-ସା-ରେ-ରେ-ପା-ପା-ପା
ନି-ନି-ରେ-ରେ-ପା-ମା-ନି-ରେ
ପା-ପା-ପା-ପା-ନି-ସା
ମୋ ନିଶ୍ୱାସର ତୁ ନିଶ୍ୱାସ
ମୋ ବିଶ୍ୱାସର ତୁ ବିଶ୍ୱାସ
ପୁଣ୍ୟଠୁ ପୁଣ୍ୟ ତୋର ଏ ପ୍ରେମ
ହଜାରେ ଯୁଗ ତା ଆୟୁଷ
ଟିକେ ପାଗଳ, ଟିକେ ଚଞ୍ଚଳ
ଟିକେ ଚତୁର ତୁ, ତୁ
ଟିକେ ପାଗଳ ଟିକେ ଚଞ୍ଚଳ
ଟିକେ ଚତୁର ତୁ
ମୁଁ ହେଲେ ବର୍ଷା, ତୁ ମୋ ଆକାଶ
ତୋତେ ଭୁଲିବାକୁ ନାହିଁ ମୋ ସାହସ
ମିଠା ଅନୁଭବ ତୁ
କ'ଣ ମୁଁ? ହୁଁ-ହୁଁ-ହୁଁ
କ'ଣ ମୁଁ? ହୁଁ-ହୁଁ-ହୁଁ