Skip to content
Lyric
Dive
Public playlists
My playlists
Search
Sign in
Tu Thare Aa Re Priya
Humane Sagar
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ତୁ ଥରେ ଆ'ରେ ପ୍ରିୟା
ମୋ ଛାତିରେ ଥା'ରେ ପ୍ରିୟା
ତୋ ବିନା ଚାଲେ ନାହିଁ ସ୍ପନ୍ଦନ ମୋର
ଓ, ତୁ ଥରେ ଆ'ରେ ପ୍ରିୟା
ମୋ ଛାତିରେ ଥା'ରେ ପ୍ରିୟା
ତୋ ବିନା ଚାଲେ ନାହିଁ ସ୍ପନ୍ଦନ ମୋର
ମୁଁ ସଞ୍ଜରୁ ସକାଳ ପାଗଳ ପ୍ରେମରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ମୁଁ ସଞ୍ଜରୁ ସକାଳ ପାଗଳ ପ୍ରେମରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ପ୍ରିୟା ତୋର ଚୁଇଁ-ମୁଇଁ ହସରେ
ଧୀରେ ଧୀରେ ହୁଏ ମୋତେ ନିଶାରେ
ସେ ନିଶାରେ ଝୁମିଯାଏ ମୁଁ, ହୋ
ଆଖି ତୋର ନୀଳ ନୀଳ ଦରିଆ
ସୁନାରଙ୍ଗି ସପନର ଫରୁଆ
ସେ ସପନେ ହଜିଯାଏ ମୁଁ, ଓ
ତୁ କଲୁ କି କିମିଆଁ? ଓ ପ୍ରୟା, ଆଖିରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ତୁ କଲୁ କି କିମିଆଁ? ଓ ପ୍ରୟା, ଆଖିରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ଗୀତ କରି ମୁଁ ତତେ ଗାଇବି
ଦିନ ରାତି ତତେ ଭଲପାଇବି
ପାଖେ ପାଖେ ମୋର ଥିଲେ ତୁ, ହୋ
ତତେ ପାଇ ସବୁକିଛି ଭୁଲିବି
ତୋ ସାଥିରେ ବାକି ବାଟ ଚାଲିବି
ମୋ ଠିକଣା ହେଇଗଲେ ତୁ, ହୋ
ମୁଁ ଭୁଲିଯିବି ଦୁନିଆଁ ଓ ପ୍ରିୟା, କଥାରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ମୁଁ ଭୁଲିଯିବି ଦୁନିଆଁ ଓ ପ୍ରିୟା, କଥାରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର