Skip to content
Lyric
Dive
Public playlists
My playlists
Search
Sign in
Puchuki Gali
Aseema Panda, Satyajeet Pradhan
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ପୁନେଇ-ଜହ୍ନ ଛୁଇଁଲା ଯେବେ, ମୁଁ ଲାଜରେ ଝାଉଁଳିଗଲି
ଚାନ୍ଦ ଜଳିଲା ମୋତେ ଦେଖିକି, ଗୋରା ଚେହେରା ଲୁଚେଇଦେଲି
ଏ, ପୁନେଇ-ଜହ୍ନ ଛୁଇଁଲା ଯେବେ, ମୁଁ ଲାଜରେ ଝାଉଁଳିଗଲି
ଚାନ୍ଦ ଜଳିଲା ମୋତେ ଦେଖିକି, ଗୋରା ଚେହେରା ଲୁଚେଇଦେଲି
କଉ perfume ଲଗଉଛୁ? ମହକେ ସହର
ମୋ ପ୍ରେମର nail-polish ରେ ମାରୁ remover
ତୋ make-up ଯେମିତି, break-up ସେମିତି, pick-up ସେମିତି baby
ଏ, ପୁଚୁକି-ଗାଲି (yeah, com'on)
Fashion ବାଲି (oh no)
ପୁଚୁକି-ଗାଲି, fashion ବାଲି
ଚାଲି ମୋ ନୟାପଲି
ମୋ ବୋପାଲୋ (ମୋ ବୋପାଲୋ)
ମୋ ବୋପାଲୋ
ଆଲୋ-ଆଲୋ, ଆଲୋ ଚଗଲି
Whatsapp ଖୋଲି video-call କଲି
ମୋ ବୋପାଲୋ
ବୋପାଲୋ, ବୋପାଲୋ, ବୋପାଲୋ, ବୋପାଲୋ
ବୋପାଲୋ, ବୋପାଲୋ, ବୋପାଲୋ, ବୋପାଲୋ
ଜାଣି-ଜାଣି ଯେବେ ମୁଁ hair-clip ଦିଏ ଖୋଲି
ଚୋରା ପବନେ shampoo ର ବାସ୍ନା, ହୃଦୟ ଯାଏ ଦହଲି
(ବୋପାଲୋ, ବୋପାଲୋ, ବୋପାଲୋ, ବୋପାଲୋ, oh no)
ହୃଦୟକୁ ସମ୍ଭାଳି କେମିତି ରଖିବି ଆଉ?
Line ମୋତେ ଦଉନୁ କେବେ, ଦେଖଉଛୁ ଖାଲି ଭାଉ
ମହୁ-ଝରା ଓଠ ଯେବେ ଦିଏ ଧୀରେ ଖୋଲି
କଥାରେ ମୋ ଗୀତ ଅଛି ଶୁଣିବୁ କି daily?
ତୋ voice ଯେମିତି, choice ସେମିତି, ଓଏସ୍ ସେମିତି daily, oh no
ପୁଚୁକି-ଗାଲି (yeah, com'on)
Fashion ବାଲି (oh no)
ପୁଚୁକି-ଗାଲି, fashion ବାଲି
ଚାଲି ମୋ ଧନୁପାଲି
ମୋ ବୋପାଲୋ (ମୋ ବୋପାଲୋ)
ମୋ ବୋପାଲୋ
ଆଲୋ-ଆଲୋ, ଆଲୋ-ଆଲୋ
ଆଲୋ ଚଗଲି Whatsapp ଖୋଲି video-call କଲି
ମୋ ବୋପାଲୋ
ବୋପାଲୋ, ବୋପାଲୋ, ବୋପା-ବୋପା-ବୋପା-ବୋପାଲୋ
ବୋପାଲୋ, ବୋପାଲୋ, ବୋପାଲୋ, ବୋପାଲୋ, ବୋପାଲୋ, ବୋପାଲୋ, ବୋପାଲୋ
ଆଜିକାଲି ଚାଲେ ମୋ ଏମିତି Tiktok-drama
ଚର୍ଚ୍ଚା ହୁଏ କେତେ ସହରେ, ଚାଲେ ରେ କେତେ ହଙ୍ଗାମା
जवानी ତୋ ମହମ, ଆଲୋ ରଖିଛି ମୁଁ lighter
କଣ ହବ ପ୍ରେମରେ ଆମ current କି inverter?
ତୁ କହୁନୁ ମୁଁ ସହଜେ କେମିତି ପଟିବି?
ପଟିଲାଵାଲା ଝିଅ ମୁଁ ନୁହେଁ, କୁଆଁରୀ ମୁଁ ଥିବି
ମୋ heel ଯେମିତି, feel ସେମିତି, Look ଟା ପୁରା ମଲ୍ଲି
ପୁଚୁକି-ଗାଲି (yeah, com'on)
Fashion ବାଲି (oh no)
ଆଲୋ, ପୁଚୁକି-ଗାଲି, fashion ବାଲି
ଚାଲି ମୋ ପଞ୍ଚୁପଲି
ମୋ ବୋପାଲୋ, ମୋ ବୋପା-ବୋପାଲୋ
ଅନାରକଲି Disco ଚାଲିଲି, ଝିଅ ମୁଁ ଟିକେ ଚଗଲି
ମୋ ବୋପାଲୋ, ମୋ ବୋପାଲୋ, ଏ ମୋ ବୋପାଲୋ