Skip to content
Lyric
Dive
Public playlists
My playlists
Search
Sign in
Bhala Paithili Kalu Chhalana
Manas Kumar, Humane Sagar
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ତୋ ମନରେ, ହଁ, ଥିଲା ଲୋ ମୋ ପାଇଁ ଖାଲି ଛଳନା
ଏ ସୁନା, ଆଲୋ ସୁନା
ଏ ସୁନା, ଆଲୋ ସୁନା
ତୋ ମନରେ, ହଁ, ଥିଲା ଲୋ ମୋ ପାଇଁ ଖାଲି ଛଳନା
ଏ ସୁନା, ଆଲୋ ସୁନା
ଦେଇଥିଲି ଲୋ ତତେ ମୋ ମନ
ତୁ ପରା ଥିଲୁ ମୋ ଜୀବନ
କାହିଁକି ମୋ ସାଥେ କଲୁ ବାହାନା?
ଭୁଲିଗଲୁ ମତେ ଆଲୋ ମୋ ସୁନା
ମନ ଭାଙ୍ଗି ମୋର କରିଲୁ ଚୁନା
ଭୁଲିଗଲୁ ମତେ ଆଲୋ ମୋ ସୁନା
ମନ ଭାଙ୍ଗି ମୋର କରିଲୁ ଚୁନା
ରଖିଥିଲି ପ୍ରିୟା ଛାତିରେ ତତେ
ଜିଇଁ ଥାଉ-ଥାଉ ମାରିଲୁ ମତେ
ହୋ, ରଖିଥିଲି ପ୍ରିୟା ଛାତିରେ ତତେ
ଜିଇଁ ଥାଉ-ଥାଉ ମାରିଲୁ ମତେ
ଜାଳି ଦେଇଗଲୁ ଜୀବନ ମୋର
ବିଶ୍ୱାସ ବଦଳେ ଦେଲୁ ଜହର
ଆଉ କା ପ୍ରେମ ପାଇଲୁ ବୋଲି
ମୋ ହାତ ଛାଡ଼ି ଗଲୁଲୋ ଚାଲି
ଜଳୁଛି ଏକା-ଏକା ଆଜି ତୋ ବିନା
ମାରିଦେଲୁ ମତେ ଆଲୋ ମୋ ସୁନା
ଭଲ ପାଇଥିଲି କଲୁ ଛଳନା
ମାରିଦେଲୁ ମତେ ଆଲୋ ମୋ ସୁନା
ଭଲ ପାଇଥିଲି କଲୁ ଛଳନା
ଭାବିଥିଲି ତତେ କେତେ ନିଜର
ବୁଝି ପାରିଲିନି ବାହାନା ତୋର
ହୋ, ଭାବିଥିଲି ତତେ କେତେ ନିଜର
ବୁଝି ପାରିଲିନି ବାହାନା ତୋର
ଦେଇଥିଲି ତତେ ହୃଦୟ ମୋର
ହେଇଗଲୁ ତୁ ଲୋ ଆଉ କାହାର
ମୋ ହସ ଖୁସି ନେଲୁ ଛଡ଼େଇ
ଜୀବନରୁ ମୋର ଗଲୁ ଦୂରେଇ
ଜାଣିଲି ତୁ ଗୋଟେ ହୃଦୟହୀନା
ଖେଳିଲୁ ମୋ ସାଥେ ଆଲୋ ମୋ ସୁନା
ମୋ ପ୍ରେମ ତୋ ପାଇଁ ଥିଲା ଖେଳନା
ଖେଳିଲୁ ମୋ ସାଥେ ଆଲୋ ମୋ ସୁନା
ମୋ ପ୍ରେମ ତୋ ପାଇଁ ଥିଲା ଖେଳନା