Skip to content
Lyric
Dive
Public playlists
My playlists
Search
Sign in
Joudina Mun Chhadideli Ranu Lo Ranu
Asima Panda, Papu Pom Pom
Popularity · Low
+
🇷🇴 Romanian · Original
0
0
YouTube
Searching YouTube...
Lyrics
Original
Translation
Bilingual
ଆଲୋ ରାନୁ
ଆଲୋ ରାନୁ ଇଆଡ଼େ ଟିକେ ଅନଉନୁ
ଏ ରା, ଏ ନୁ, ଏ ରାନୁ
ଆଲୋ-ଆଲୋ ହୁଳହୁଳି କାଇଁ ପକଉଛୁ?
ଆଲୋ ହୁଳହୁଳି କାଇଁ ପକଉଛୁ?
ଯଉଦିନ ମୁଁ ଛାଡ଼ିଦେଲି school dress
ମୋ ପଛେ-ପଛେ ପୁଅଙ୍କର ଲମ୍ବା race
Sweet baby ପସନ୍ଦ ମୋର dj bass
Mobile ରେ ଚାଲିଛି ମୋର daily case
ए मेरा रश्के कमर, मेरी जलती उमर
ଯିଏ ଦେଖେ ସିଏ କହେ हटके figure
କିଏ ଡାକେ baby baby, କିଏ ଡାକେ जानू
ରାନୁ ଲୋ ରାନୁ, ରାନୁ ଲୋ ରାନୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ରାନୁ ଲୋ ରାନୁ, ରାନୁ ଲୋ ରାନୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ଆଛା ସେ mobile ଫିଙ୍ଗି ଦିଅନ୍ତି ତୁ ବାଟକୁ ଆସନ୍ତୁ
ଇଲୋ ବେକ ବଙ୍କା ହେଇଯିବ ଲୋ
ମୋ ନାଁରେ କେତେ ଖଟି ଚାଲିଲାଣି ଦିନ, ରାତି
ଭଲପିଲା ମୋ ପାଇଁକି ହେଲେଣି ରେ ବଦଲବଟି
ହେ, मेरी चढ़ती जवानी, मेरी चाल मस्तानी
Honey-honey ହସରେ ମୋ दिल है bunny-bunny
କିଏ କହେ ମରିଯିବି darling ତୋ ବିନା
ରାନୁ ଲୋ ରାନୁ, ରାନୁ ଲୋ ରାନୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ରାନୁ ଲୋ ରାନୁ, ରାନୁ, ରାନୁ, ରାନୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
କିଏ କେତେ ବୁଲିଲେଣି ମୋ ନାଆଁରେ tattoo କରି
ଆଖିଠାରି କିଏ କହେ ବୁଲିଯିବା ଖଣ୍ଡଗିରି, ପିଟିଦେବି
ଏଇ, मेरी तिरछी नजर, ହାଏ ହେଲାଣି danger
ଯିଏ ଦେଖେ ବଢ଼େ ତାର प्यार का बुखार
ତୁ ତ ମୋର ready ଟୋକା, romeo मजनू
ରାନୁ ଲୋ ରାନୁ, ରାନୁ ଲୋ ରାନୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ରାନୁ ଲୋ ରାନୁ, ରାନୁ, ରାନୁ, ରାନୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ ଯା