Bata Chalu Chalu
Popularity · Low
YouTube
Searching YouTube...
Lyrics
ହେ-ହେ
ହୋ-ହୋ
ହେ-ହେ
ହୋ-ହୋ
ହେ-ହେ, ଆହା
ହେ-ହେ, ଆହା-ହା-ହା
ବାଟରେ ଚାଲୁ ଚାଲୁ କେବେ କିଏ ଦେଖା ହୁଏ
ସବୁ ମନେ ରହେନା
ହୋ ବାଟରେ ଚାଲୁ ଚାଲୁ କେବେ କିଏ ଦେଖା ହୁଏ
ସବୁ ମନେ ରହେନା
କିଛି ଲୋକ କିଛି ଚେହେରା ହାଏ
କିଛି ଲୋକ କିଛି ଚେହେରା ମନେ ରହେ
କେବେ ଭୁଲି ହୁଏନା
ହାଏ ଭୁଲି ହୁଏନା
ଆଖିର ଝରକା ଡେଇଁ ଜଣେ ଚାଲି ଆସେ
ହୃଦୟ ଦୁଆର ଖୋଲି ଧୀରେ ଧୀରେ ପଶେ
ହେ-ହେ ଆଖିର ଝରକା ଡେଇଁ ଜଣେ ଚାଲି ଆସେ
ହୃଦୟ ଦୁଆର ଖୋଲି ଧୀରେ ଧୀରେ ପଶେ
ରହୁ ରହୁ ରହିଯାଏ ଅଜଣା ଅତିଥି
ଅଜଣା ଅଚିହ୍ନା ହୁଏ ଜୀବନର ସାଥି
ରାତିରେ ସୋଇ-ସୋଇ ଆଖି ଦେଖେ
କେତେ ସ୍ବପ୍ନ ସବୁ ମନେ ରହେନା
ରାତିରେ ସୋଇ-ସୋଇ ଆଖି ଦେଖେ
କେତେ ସ୍ବପ୍ନ ସବୁ ମନେ ରହେନା
କିଛି ରାତି କିଛି ସପନ ହାଏ
କିଛି ରାତି କିଛି ସପନ ମନେ ରହେ
କେବେ ଭୁଲି ହୁଏନା
ହାଏ ଭୁଲି ହୁଏନା
ସବୁ ଝିଅଙ୍କ ଭିଡରେ ଭଲଲାଗେ ଜଣେ
ଏ ଆଖି ଭିଡ଼ ଭିତରେ ଖୋଜୁ ଥାଏ ଜଣେ
ହୋ ସବୁ ଝିଅଙ୍କ ଭିଡରେ ଭଲଲାଗେ ଜଣେ
ଏ ଆଖି ଭିଡ଼ ଭିତରେ ଖୋଜୁ ଥାଏ ଜଣେ
ଅବୁଝା ପାଗଳ ମନ କାରଣ ଖୋଜେନା
ଜଣକୁ ସେ ଭଲ ପାଏ କାହିଁକି ଜାଣେନା
ଏମିତି ଛୋଟ-ବଡ କେତେଯେ ଘଟଣା ଘଟେ
ସବୁ ମନେ ରହେନା
ଏମିତି ଛୋଟ-ବଡ କେତେଯେ ଘଟଣା ଘଟେ
ସବୁ ମନେ ରହେନା
କିଛି କଥା କିଛି ଅନୁଭୂତି ହାଏ
କିଛି କଥା କିଛି ଅନୁଭୂତି
ମନେ ରହେ କେବେ ଭୁଲି ହୁଏନା ହାଏ
ଭୁଲି ହୁଏନା
ବାଟରେ ଚାଲୁ ଚାଲୁ କେବେ କିଏ ଦେଖା ହୁଏ
ସବୁ ମନେ ରହେନା
ବାଟରେ ଚାଲୁ ଚାଲୁ କେବେ କିଏ ଦେଖା ହୁଏ
ସବୁ ମନେ ରହେନା
କିଛି ଲୋକ କିଛି ଚେହେରା ହାଏ
କିଛି ଲୋକ କିଛି ଚେହେରା ମନେ ରହେ
କେବେ ଭୁଲି ହୁଏନା
ହାଏ ଭୁଲି ହୁଏନା
ହାଏ ଭୁଲି ହୁଏନା
ହାଏ ଭୁଲି ହୁଏନା