Skip to content
Lyric
Dive
Public playlists
My playlists
Search
Sign in
Chhad Chhad
Arabinda Muduli
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ॐ वासुदेवं नमस्तेतु नमस्तेमत्थकारणम्
शंकर शरणं नमस्तेतु त्राहिमां धरणि धरऽ
नमस्ते हे माँ गर्भाभं नमस्ते माँ करऽध्वजम्
अनिरुद्धं नमस्तेतु त्राहिमां वरदऽ भवऽ
...त्राहिमां वरदऽ भवऽ
...त्राहिमां वरदऽ भवऽ
ଜୟ ଜଗନ୍ନାଥ ଭକ୍ତବୃନ୍ଦ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
ଆପଣ ଧ୍ୟାନଦେବେ, ଏ ଗୀତ ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ
ମହାପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ରଥକୁ ଦେଖିବା ପାଇଁ
ରଥଯାତ୍ରାକୁ ଦେଖିବା ପାଇଁ ସାରା ପୃଥିବୀରୁ ଅନେକ ଭକ୍ତ ଆସିଛନ୍ତି
କିନ୍ତୁ ଭକ୍ତମାନେ ଟିକେ ଧ୍ୟାନଦେବେ
ସବୁ ଭକ୍ତ ଯେ ଆସିଛନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ତାହା ନୁହେଁ
ଜଣେ ପଣ୍ଡାପୁଅ, ପଣ୍ଡା ଭାଇନା ଜଣେ ଲକ୍ଷ କଲେ
ରଥ ଦଉଡି଼କି ସମସ୍ତେ ଧରିଛନ୍ତି
ସମସ୍ତଙ୍କର ଲକ୍ଷ ରହିଛି ଆମେ କେମିତି ଟାଣିବା
କିନ୍ତୁ ଜଣେ ଟାଣୁନି, ସେ ଖାଲି ଧରିଲି ଠିଆ ହେଇଛି
ତାର ଘରକଥା ମନେ ପଡ଼ିଯାଉଛି ଏ କଥା ପଣ୍ଡାପୁଅ ଲକ୍ଷ କଲେ
ପଣ୍ଡାପୁଅ କହିଲେ "ବାବା କୁଆଡେ ଆସିଛ ତମେ?"
ସଂସାର ଛାଡ଼ିଲ, ଶ୍ରୀକ୍ଷେତ୍ର ଆସିଲ
ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣିବା ପାଇଁ ତମର ମନ ହଉନାହିଁ
ଆହାଃ, ତାର ଅର୍ଥ ବୁଝପାରୁନାହାନ୍ତି ସେ ଭକ୍ତ
ତାଙ୍କର ମନ ଜଞ୍ଜାଳରେ, ସଂସାରରେ, ପିଲାଛୁଆ ମୋର କଣ କରୁଛନ୍ତି
ଏତେ ଲୋକରେ ମୁଁ ଫେରିବି କି ନାଇଁ ସେ ଚିନ୍ତା କରୁଛି ମନ ଭିତରେ
କାହିଁକି ଭୟ ତାର ଆସିଲାଣି ମନ ଭିତରେ
ସେତିକି ବେଳେ ପଣ୍ଡା ଭାଇନା କହୁଛନ୍ତି ଆରେ ଛାଡ, ଛାଡ
ତମେ କଣ ରଥ ଯାତ୍ରାରେ ଆସିଛ ରଥ ଦଉଡ଼ି ଟାଣିବା ପାଇଁକି
ଏ ହଉଛି ପୁରୀର କଥା, ଭାବ, ଭକ୍ତିର ରହସ୍ୟ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଯାତ୍ରାର
ଆପଣମାନେ ଲକ୍ଷ କରିବେ ପଣ୍ଡା ଭାଇନା କଣ କହୁଛନ୍ତି
ଆରେ ଛାଡ଼୍, ଛାଡ଼୍, ଛାଡ଼୍
ଆରେ ଛାଡ଼୍, ଛାଡ଼୍, ଛାଡ଼୍ ଭାଇ ରଥ ଦଉଡି଼
ଜମା ତୁ ଭିଡ଼କୁ ନୁହଁ
ଆରେ ଛାଡ଼୍, ଛାଡ଼୍, ଛାଡ଼୍
ହେ ଛାଡ଼୍, ଛାଡ଼୍, ଛାଡ଼୍
ଆରେ ଛାଡ଼୍, ଛାଡ଼୍, ଛାଡ଼୍ ଭାଇ ରଥ ଦଉଡି଼
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଆରେ ଛାଡ଼୍, ଛାଡ଼୍, ଛାଡ଼୍
ହେ ଛାଡ଼୍, ଛାଡ଼୍, ଛାଡ଼୍
ଆରେ ଛାଡ଼୍, ଛାଡ଼୍, ଛାଡ଼୍ ଭାଇ ରଥ ଦଉଡି଼
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ମିଛରେ ମାତିଛୁ
ମାୟାରେ ପଡ଼ିଛୁ
ମିଛରେ ମାତିଛୁ, ମାୟାରେ ପଡ଼ିଛୁ
ଲୋଭରେ, ମୋହରେ ବଣା ତୁ ହୋଇଛୁ
କୁଟ କପଟରେ ଦିନ ତୁ ସାରୁଛୁ
କୁଟ କପଟରେ ଦିନ ତୁ ସାରୁଛୁ
ଧର୍ମ ଉଠାଣି କି ତୁ ସଁ-ସଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଆରେ ଛାଡ଼୍, ଛାଡ଼୍, ଛାଡ଼୍
ଆରେ ଛାଡ଼୍, ଛାଡ଼୍, ଛାଡ଼୍
ଆରେ ଛାଡ଼୍, ଛାଡ଼୍, ଛାଡ଼୍ ଭାଇ ରଥ ଦଉଡି଼, ହାଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଆଗେ ବଳଭଦ୍ର...
ଆରେ, ଆଗେ ବଳଭଦ୍ର ଗଲେଣି
ବଡ଼ଶଙ୍ଖ ପାରି ହେଲେଣି
ଆଗେ ବଳଭଦ୍ର ଗଲେଣି
ବଡ଼ଶଙ୍ଖ ପାରି ହେଲେଣି
ସୁଭଦ୍ରାଇ ଗେହ୍ଲା ଭଉଣୀ
ଢ଼ାଳିଲେଣି କୃପା ଚାହାଣି
ଦେ ହରିବୋଲ
ଆରେ, ଦେ କରତାଳି
ଦେ ହରିବୋଲ, ଦେ କରତାଳି
ସରଧା ବାଲିକି ଯିବ କ୍ଷେତ୍ରମଣି
କାଳିଆକୁ ଅନା, ଆହା
ରେ ପାଗଳା ମନ
ଆରେ କାଳିଆକୁ ଅନା, ନିଜକୁ ଚାହାଁନା
କାଳିଆକୁ ଅନା, ନିଜକୁ ଚାହାଁନା
କଳା ପଡ଼ିଲାଣି ତୋ ଗୋରା ମୁହଁ
ଜମା ତୁ ଭିଡ଼କୁ ନୁହଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଆରେ ଛାଡ଼୍, ଛାଡ଼୍, ଛାଡ଼୍
ହେ ଛାଡ଼୍, ଛାଡ଼୍, ଛାଡ଼୍
ଆରେ ଛାଡ଼୍, ଛାଡ଼୍, ଛାଡ଼୍ ଭାଇ ରଥ ଦଉଡି଼
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ରଥ ଯାତରାକୁ ଆସିଛୁ
ରେ ମନ, ଟିକେ ଧ୍ୟାନ ଦେ
ରଥ ଯାତରାକୁ ଆସିଛୁ
ଘର କଥା ତୋର ଭାବୁଛୁ
ଭୁଲି ପାରିନାହୁଁ, ସବୁ ତୋରି ଘର ଏ ଐଶ୍ୱର୍ଯ୍ୟ ମୂଳ ସକଳ
ଜଗତ ଯାକ ଯଉଠି ଠୁଳ
ତୁ ପାଗଳା ମନ ଘରକୁ ଭୁଲି ନାହୁଁ ଏ ପର୍ଯ୍ୟନ୍ତ, ଆହା
ରଥ ଯାତରା କୁ ଆସିଛୁ
ଘର କଥା ତୋର ଭାବୁଛୁ
ଆରେ, ଜଗନ୍ନାଥ ତୋର ସବୁ ରେ
କିଛି ନାହିଁ ମିଛ ସଂସାରେ
ଆହା, ଭକତି ବଳରେ ରଥକୁ ଟାଣିଲେ
ଭକତି ବଳରେ ରଥକୁ ଟାଣିଲେ
ଜଗନ୍ନାଥ ତତେ ଭରସା ହେବେ ରେ
ଆହା, ନହିଲେ ପଡ଼ିବୁ ନରକ ଜନ୍ତାରେ
ନହିଲେ ପଡ଼ିବୁ ନରକ ଜନ୍ତାରେ
କୁମ୍ଭୀର କାନ୍ଦଣା କାନ୍ଦିବୁ ପୁଅ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଛାଡ଼୍, ଛାଡ଼୍, ଛାଡ଼୍
ଆରେ ଛାଡ଼୍, ଛାଡ଼୍, ଛାଡ଼୍
ଆରେ ଛାଡ଼୍, ଛାଡ଼୍, ଛାଡ଼୍ ଭାଇ ରଥ ଦଉଡି଼
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ
ଜମା ତୁ ଭିଡ଼କୁ ନୁହଁ ରେ
ଜମା ତୁ ଭିଡ଼କୁ ନୁହଁ