Skip to content
Lyric
Dive
Public playlists
My playlists
Search
Sign in
Tu Maridelu
Humane Sagar
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
କେତେ ଆଉ ଦୁଃଖ ଦବୁ ଏଇ ମୋ ଛାତିରେ?
କେତେ ବସି କାନ୍ଦିବି ମୁଁ ତୋ ପାଇଁ ସାଥି ରେ?
ଓ, କେତେ ଆଉ ଦୁଃଖ ଦବୁ ଏଇ ମୋ ଛାତିରେ?
କେତେ ବସି କାନ୍ଦିବି ମୁଁ ତୋ ପାଇଁ ସାଥି ରେ?
ମୋ ଭଲପାଇବାରେ ଥିଲା କଉଠି ଊଣା?
ଭଲପାଇ ଭୁଲିଗଲୁ, କରିଲୁ ମତେ ଘୃଣା
ତୁ ଭଲପାଇ ନଥିଲୁ ବୋଲି କହିଦେ ଥରେ
ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମତେ ରେ
ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମତେ ରେ
ଆଖି ଲୁହ ଲହୁ ହେଇ ଛାତିରେ ମିଶୁଛି
ହସିବାର ଇଚ୍ଛା ନଥିଲେ ବି ମୁଁ ବାଧ୍ୟରେ ହସୁଛି
ଭଲ ପାଇଥିଲି ବୋଲି ଭଲ ଦେଲୁ ଖୁସି
ଡାହାଣୀଟେ ଥିଲୁ ବୋଧେ ରକ୍ତ ନେଲୁଗଲୁ ଶୋଷି
ତତେ ରଖିଥିଲି ମୋର ନିଶ୍ୱାସେ, ପ୍ରଶ୍ୱାସେ
ଦେଲୁ ଏତେ ଯନ୍ତ୍ରଣା ଯେ ସବୁ ଝାପସା-ଝାପସା ଦିଶେ
ନିରୀହ ଏ ମାନଟାକୁ କଷ୍ଟ ଦେଲୁ ଏତେରେ
ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମତେ ରେ
ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମତେ ରେ
ପ୍ରେମିକ ହେଇ ମୁଁ ତୋର କି ଲାଭ ପାଇଲି?
ଅଳ୍ପ ଟିକେ ଖୁସି ପାଇ ଲୁହ ଅନେକ ପିଇଲି
କରୁଥିଲୁ ଅଭିନୟ ଜାଣି ମୁଁ ପାରିଲିନି
ଛଳନାର ମୁଖା ପିନ୍ଧିଥିଲୁ, ପାରିଲିନି ଚିହିଁ
ତୁ ଯା' ଲୋ ଚାଲିଯା, ଆସିବୁନି ଆଉ ଫେରି
ଭାବିନେବି ମରିଗଲା ମୋ ସ୍ନେହର ଶାରୀ
ମୋ ଜୀବନକୁ ଜାଳିଦେଇ ରହିଗଲୁ ଶାନ୍ତିରେ
ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମତେ ରେ
ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମତେ ରେ