Skip to content
Lyric
Dive
Public playlists
My playlists
Search
Sign in
Lal Gulabi
Mantu Chhuria, Diptirekha
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହାଁ, ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ଆରେ, ଆ'ରେ, ଆ'ରେ ମୋ ସୁନ୍ଦରୀ-ଲୈଲା
ପ୍ରେମ କରିବା ଖୁଲମ୍-ଖୁଲା
ହେଇ, ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଆ'ରେ, ଆ'ରେ, ଆ'ରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲମ୍-ଖୁଲା
ହାଁ, ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହଁ, ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ଆଲୋ, ଛୁଇଁଲେ ତତେ current ମାରେ ପୁରା ଟନା-ଟନ୍
ଛାତିରେ गोली ବାଜିଗଲାଣି ପୁରା ଦନାଦନ୍
ହେଇ, କେମିତି କଥା କହିଲୁ ବାବୁ ମନ ମୋ ଛନଛନ୍?
Touch କରିଲୁ ତୁ ଯେବେ ମୋତେ ଛାତିଟା କନକନ୍
ଆରେ, ଆ'ରେ, ଆ'ରେ ମୋ ସୁନ୍ଦରୀ-ଛଇଲା
ପ୍ରେମ କରିବା ଖୁଲମ-ଖୁଲା
ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହଁ, ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ଆ'ରେ, ଆ'ରେ, ଆ'ରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲମ୍-ଖୁଲା
ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଆ'ରେ, ଆ'ରେ, ଆ'ରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲମ୍-ଖୁଲା
ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହାଁ, ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହେ, ପାଖକୁ आजा, दिल का राजा, ତୋ ପାଇଁ ରେ ମୁଁ
ପ୍ରେମ କାହାଣୀ କହୁଥା ମୋତେ, ମାରୁଥିବି ମୁଁ ହୁଁ
ଆରେ, ଗୁଲ୍-ଗୁଲିଆ ଗୋରା ଗାଲରେ ଦେବି ଗୋଟେ ଚୁଁ
ଜଳିଲେ ଜଳୁ ସାରା ଦୁନିଆଁ ମୋ ପାଇଁ ରେ ତୁ
ଆ'ରେ, ଆ'ରେ, ଆ'ରେ ମୋ ରସିଆ-ପିଲା
ପ୍ରେମ କରିବା ଖୁଲମ୍-ଖୁଲା
ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହଁ-ହଁ, ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ଆରେ, ଆ'ରେ, ଆ'ରେ ମୋ ସୁନ୍ଦରୀ-ଲୈଲା
ପ୍ରେମ କରିବା ଖୁଲମ୍-ଖୁଲା
ହେଇ, ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଆ'ରେ, ଆ'ରେ, ଆ'ରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲମ୍-ଖୁଲା
ହାଁ, ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ହେଇ, ଲାଲ୍-ଗୁଲାବି, ଲାଲ୍-ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହେଇ, ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?