Skip to content

Jamuna Jana

Popularity · Low

YouTube

Searching YouTube...

Lyrics

ଆ-ଆ-ଆ-ଆ-ଆ-ଆ ଆଆ-ଆ-ଆ-ଆ-ଆ ଆଆ-ଆ-ଆ-ଆ-ଆ ଯମୁନା ଯାଅନା, ଯାଅନା ଯମୁନା କଦମ୍ବ ମୂଳରେ ଲୁଚିଛି ସେ କାହ୍ନା ମାନିନୀ ଯାଅନା କରନା ବାହାନା ମାନ, ମୋ ମନା ଯମୁନା ଯାଅନା, ଯାଅନା ଯମୁନା କଦମ୍ବ ମୂଳରେ ଲୁଚିଛି ସେ କାହ୍ନା ମାନିନୀ ଯାଅନା କରନା ବାହାନା ମାନ, ମୋ ମନା ଯମୁନା ଯାଅନା ଗୋପପୁରରେ ବାଜୁଛି ଅପବାଦ ନାଗରା ଶ୍ୟାମ ପ୍ରେମ ଫାଶରେ ଦେଲେ ରାଧା ଗୋ' ଧରା ଗୋପପୁରରେ ବାଜୁଛି ଅପବାଦ ନାଗରା ଶ୍ୟାମ ପ୍ରେମ ଫାଶରେ ଦେଲେ ରାଧା ଗୋ' ଧରା ବାହୁନି ବାହୁନି କାନ୍ଦଇ ମନର ବୀଣା ସାଗାଧା.ସାଗାଧା.ସାଗାଧା.ସାଗାଧା. ସାମାଗା.ସାମାଗା,.ସାମାଗା.ସାମାଗା. ମାଗାସା.ଗାସାନି.ସାନିଧା.ନିଧାମାଗାମାଗା.ମାଗାସା.ଗାସାନି.ଧା ମାନିନୀ ଯାଅନା କରନା ବାହାନା ମାନ, ମୋ ମନା ଯମୁନା ଯାଅନା ମଧୁବନରେ ବଜାଏ ମୁରଲୀ ନଟବର ବିରହ ବେଦନାରେ ରାଧା ହେଲେ ଅଧୀର ମଧୁବନରେ ବଜାଏ ମୁରଲୀ ନଟବର ବିରହ ବେଦନାରେ ରାଧା ହେଲେ ଅଧୀର କେତେ ବୁଝାଇଲେ ବୁଝେନା ଅବୁଝା ସିନା... ସାଗାସାଗ.ସାଗାସାଗା.ସାଗାସାଗା.ସାଗାସାଗା. ଗାମାମାଗା.ଗାମାମାଗା.ଗାମାମାଗା.ଗାମାମାଗା. ମାଗାସା.ଗାସାନି.ସାନିଧା.ନିଧାମା.ଗାମାଗା.ମାଗାସା.ଗାସାନି... ସା ମାନିନୀ ଯାଅନା କରନା ବାହାନା ମାନ, ମୋ ମନା ଯମୁନା ଯାଅନା, ଯାଅନା ଯମୁନା କଦମ୍ବ ମୂଳରେ ଲୁଚିଛି ସେ କାହ୍ନା ମାନିନୀ ଯାଅନା କରନା ବାହାନା ମାନ, ମୋ ମନା ଯମୁନା ଯାଅନା ନିସାସାସା.ନିସାସାସା.ନିସାସାସା.ନିସାସାସା. ସାଗାଗାଗା.ସାଗାଗାଗା.ସାଗାଗାଗା.ସାଗାଗାଗା. ଗାମାମାମା.ଗାମାମାମା.ଗାମାମାମା.ଗାମାମାମା. ମାଗାସା.ଗାସାନି.ସାନିଧା.ନିଧାମା.ଗାମାଗା.ମାଗାସା.ଗାସାନି.ଧା. ସାସାସାଗା.ଗାମାମାଧା.ଗାମାମାଧା.ଧାନିନିସା. ଧୁମତାନା.ଧୁମତାନା.ଧୁମତାନା.ଧୁମ. ଦିଧେ.ଧୁମତାନା.ନାନାନାନା.ଧୁମତାନା. ଦି.ଧୁମତାନାନାନା.ଧୁମତାନାନାନା.ନାନାନା. ଧୁମନା.ଧୁମନା.ଧୁମନା.ଧୁମନା.ତାନା. ଦିଧୂଧୁମ.ଦିଷୁମ.ଦିଧୂଧୁମ.ଦିଧୁମ. ଦିଧୂଧୁମ.ଦିଧୂଧୁମ.ଦିଧୂଧୁମ.ଦି. ଧୁମତାନାନାନା.ଧୁମତାନାନାନା.ନାନାନାନା. ଧୁମତାନାନାନା.ଧୁମତାନାନାନା.ନାନାନାନା. ଧୁମତାନା.ନାନାନାନା.ନାନାନାନା.ନାନାନାନା. ଧୁମତାନା.ନାନାନାନା.ନାନାନାନା.ନାନାନାନା. ଦି.ଧୁମତାନା.ନାନାନାନା.ନାନାନାନା.ନାନାନାନା. ଆ... ଆ... ଆ... ଆ...