Skip to content
Lyric
Dive
Public playlists
My playlists
Search
Sign in
Tame Sina Hela Aau Kahara
Humane Sagar
Popularity · Low
+
🇮🇳 Hindi · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ତମେ ସିନା ହେଲ ଆଉ କାହାର
ଥିଲି ମୁଁ ତମର, ଥିବି ତମର
ତମେ ସିନା ହେଲ ଆଉ କାହାର
ଥିଲି ମୁଁ ତମର, ଥିବି ତମର
ଲୋକେ କହୁଛନ୍ତି
ମୁଁ ଗୋଟେ ପାଗଳ
ଲୋକେ କହୁଛନ୍ତି
ମୁଁ ଗୋଟେ ପାଗଳ
ଏବେ ବି ତମକୁ ଭାବେ ନିଜର
I love you-love you-love you
I love you
I love you
I love you
I love you-love you-love you
I love you
I love you
I love you
ସବୁ ରାତିର ସକାଳ ଆସେ
ପାହାନ୍ତି ପହର ଛୁଇଁ
ହେଲେ ମୋ ପ୍ରେମ ଏମିତି ରାତି
ଯାହାର ସକାଳ ନାହିଁ
ହୋ, ସବୁଠୁ ମୋର ନିଜର ଥିଲ
କାହିଁକି ଏମିତି କଲ
ଆଉ କାହାର ହବା ଆଗରୁ
ବିଷ ଟିକେ ଦାନ ଦେଲ
ତମ କଥା ଭାବି
ବୋଧେ ବଞ୍ଚିଯିବି
ତମ କଥା ଭାବି
ବୋଧେ ବଞ୍ଚିଯିବି
ଭଲ ପାଇବାକୁ କରି ଆଧାର
I love you-love you-love you
I love you
I love you
I love you
I love you-love you-love you
I love you
I love you
I love you
ଇଛା କରିବି, ତୋଳି ହୁଏନି
ମନ ଜିଣା ଫୁଲଟିଏ
ତଥାପି କାଇଁ ଅବୁଝା ମନ
ଦୂରେ-ଦୂରେ ଝୁରୁଥାଏ
ହୋ, ଜଉଠି ଅଛ ଭଲରେ ଥାଅ
ନ ପଡୁ କାହା ନଜର
ଦେହରେ ତମ ଧୂଳି ନ ଲାଗୁ
ସୁଖରେ କାଟ ସଂସାର
ଘୃଣା କରିପାର
ମୁହଁ ମୋଡ଼ିପାର
ଘୃଣା କରିପାର
ମୁହଁ ମୋଡ଼ିପାର
ଏବେ ବି ଲାଗୁଛ ଭାରି ସୁନ୍ଦର
I love you-love you-love you
I love you
I love you
I love you
I love you-love you-love you
I love you
I love you
I love you
I love you-love you-love you
I love you
I love you
I love you
I love you-love you-love you
I love you
I love you
I love you