Skip to content
Lyric
Dive
Public playlists
My playlists
Search
Sign in
Aaji pain etiki thau....|| Ranjan Gaan ||
Ranjan Gaan
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଆଜିପାଇଁ ଏତିକି ଥାଉ
ମନ ତାକୁ ମନେ ପକାନା ଆଉ
ହୁଁ. ମନ ତାକୁ ମନେ ପକାନା ଆଉ
ଆଜିପାଇଁ ଏତିକି ଥାଉ
ମନ ତାକୁ ମନେ ପକାନା ଆଉ
ହୁଁ. ମନ ତାକୁ ମନେ ପକାନା ଆଉ
କିଛିବି ତ ତାକୁ ପଡୁନି ଫରକ
ତୁ ଯେତେ ଲୁହ ଝରାଉ
ମନ ତାକୁ ମନେ ପକାନା ଆଉ
ହୁଁ. ମନ ତାକୁ ମନେ ପକାନା ଆଉ
ଆଜିପାଇଁ ଏତିକି ଥାଉ
ମନ ତାକୁ ମନେ ପକାନା ଆଉ
ହୁଁ. ମନ ତାକୁ ମନେ ପକାନା ଆଉ
ସ୍ମୃତି ଯେବେ ଦୁଃଖ ଦିଏ ଭୁଲିଯିବା ଭଲ
ହୃଦୟରୁ ସବୁ ଚିହ୍ନ ପୋଛିଦବା ଭଲ
ସ୍ମୃତି ଯେବେ ଦୁଃଖ ଦିଏ ଭୁଲିଯିବା ଭଲ
ହୃଦୟରୁ ସବୁ ଚିହ୍ନ ପୋଛିଦବା ଭଲ
ସମୟ ଲାଗିବ ଟିକେ ଭୁଲିଯିବା ପାଇଁ
ନଭୁଲିଲେ ଜିଇଁ ତୁ ପାରିବୁ ନାହିଁ
ଅଧା ବାଟେ ଯିଏ ଛାଡ଼ିଗଲା ହାତ
ତାକୁ ଭାବି କି ଲାଭ ପାଉ?
ମନ ତାକୁ ମନେ ପକାନା ଆଉ
ହୁଁ. ମନ ତାକୁ ମନେ ପକାନା ଆଉ
ଆଜିପାଇଁ ଏତିକି ଥାଉ
ମନ ତାକୁ ମନେ ପକାନା ଆଉ
ହୁଁ. ମନ ତାକୁ ମନେ ପକାନା ଆଉ
ଭଲପାଇବାଟା ମନ ଗୋଟେ ଜୁଆ ଖେଳ
କିଏ ଜିତିଯାଏ, କିଏ ହାରେ କେବଳ
ଭଲପାଇବାଟା ମନ ଗୋଟେ ଜୁଆ ଖେଳ
କିଏ ଜିତିଯାଏ, କିଏ ହାରେ କେବଳ
ଭାବିନବୁ ଖେଳରେ ତୁ ହାରିଗଲୁ ବୋଲି
ଖେଳ ପୁଣି ପ୍ରେମରଯେ ସୁଦୁ ନକଲି
ହୁଁ ଆହୁରି ଯେ କେତେ କାମ ତୋର ଅଛି
କେଭେ ସବୁ କରିବୁ ଆଉ?
ମନ ତାକୁ ମନେ ପକାନା ଆଉ
ହୁଁ. ମନ ତାକୁ ମନେ ପକାନା ଆଉ
ଆଜିପାଇଁ ଏତିକି ଥାଉ
ମନ ତାକୁ ମନେ ପକାନା ଆଉ
ହୁଁ. ମନ ତାକୁ ମନେ ପକାନା ଆଉ
କିଛିବି ତ ତାକୁ ପଡୁନି ଫରକ
ତୁ ଯେତେ ଲୁହ ଝରାଉ
ମନ ତାକୁ ମନେ ପକାନା ଆଉ
ହୁଁ. ମନ ତାକୁ ମନେ ପକାନା ଆଉ