Jaya Jadu Nandana
Namita Agrawal, Bhuban-Hari
Popularity · Low
YouTube
Searching YouTube...
Lyrics
ଜୟ ଯଦୁ ନନ୍ଦନ
ରାଧିକା-ପ୍ରାଣ-ବଲ୍ଲଭ ହେ ବଂଶୀ ବଦନ
ରାଧିକା ପ୍ରାଣ ବଲ୍ଲଭ ହେ ବଂଶୀ ବଦନ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଯଦୁ ନନ୍ଦନ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଆହେ ଚିନ୍ତାମଣି ପ୍ରଭୁ ଦୀନବନ୍ଧୁ
ମୁକୁନ୍ଦ ମୁରାରୀ ହେ କରୁଣା ସିନ୍ଧୁ
ଜୟ ବ୍ରଜ ମୋହନ ଘେନ ହେ ବନ୍ଦନ
ଜୟ ବ୍ରଜ ମୋହନ ଘେନ ହେ ବନ୍ଦନ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଆହେ ବ୍ରଜବଂଧୁ ଦୁଃଖ ଭଞ୍ଜନ
ଗୋବିନ୍ଦ ଗୋପାଳ ହେ ମଧୁସୂଦନ
ଜୟ କୃଷ୍ଣ ମୁରାରୀ ଘେନ ହେ ବନ୍ଦନ
ଜୟ କୃଷ୍ଣ ମୁରାରୀ ଘେନ ହେ ବନ୍ଦନ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଯଦୁ ନନ୍ଦନ
ରାଧିକା-ପ୍ରାଣ-ବଲ୍ଲଭ ହେ ବଂଶୀ ବଦନ
ରାଧିକା ପ୍ରାଣ ବଲ୍ଲଭ ହେ ବଂଶୀ ବଦନ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ