Skip to content
Lyric
Dive
Public playlists
My playlists
Search
Sign in
Jhul Baby Jhul
Ashutosh Mohanty
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଝୁଲ୍ baby, ଝୁଲ୍ baby
ଝୁଲ୍ baby, ଝୁଲ୍ baby, ଝୁଲ୍ baby
ଝୁଲ୍ baby ଝୁଲ୍
ବୟସ ତୋର ତାଜା
ତୁ ବାଆ ପାଣି ଖାଇ ଫୁଲ୍
ହଁ, ଝୁଲ୍ baby ଝୁଲ୍
ବୟସ ତୋର ତାଜା
ତୁ ବାଆ ପାଣି ଖାଇ ଫୁଲ୍
ଠିଆ ପୁଚି ନାରଙ୍ଗ
ଗୋଡ଼ ଦି ଟା ସାରଙ୍ଗ
ମୋରି ପାଇଁ road ଜାମ୍
କଟକ ଠାରୁ ବାରଙ୍ଗ
ତୋରି ପାଇଁ ଲାଗୁ ହେଲା ନୂଆ traffic rule
ଝୁଲ୍ baby
ଝୁଲ୍ baby ଝୁଲ୍
ବୟସ ତୋର ତାଜା
ତୁ ବାଆ ପାଣି ଖାଇ ଫୁଲ୍
ଝୁଲ୍ baby ଝୁଲ୍
ବୟସ ତୋର ତାଜା
ତୁ ବାଆ ପାଣି ଖାଇ ଫୁଲ୍
ବାଆ ପାଣି ଖାଇ ଫୁଲ୍
Line ଟିକେ ଦବୁ ବୋଲି
Helmet ଭୁଲିଗଲି
ଗୋରା ମୁହଁକୁ ଦେଖିବା ପାଇଁ
ଚାଲାଣ କାଟି ମଲି
ହେ, Line ଟିକେ ଦବୁ ବୋଲି
Helmet ଭୁଲିଗଲି
ଗୋରା ମୁହଁକୁ ଦେଖିବା ପାଇଁ
ଚାଲାଣ କାଟି ମଲି
ଆରେ, ହଟା ରେ ହଟା, ନଜର ହଟା
ଶୁଣାନା ପ୍ରେମ ଗପଟା
ତୋରି ପାଇଁ ବୁଲୁଛି ପିନ୍ଧି
ମୁହଁରେ ବାନ୍ଧି ଦୁପଟା
ଦୁପଟା ଖୋଲି ଆ ଲୋ ଚାଲି କଣ ନବୁ?
ଝୁଲ୍ baby
ଝୁଲ୍ baby ଝୁଲ୍
ବୟସ ତୋର ତାଜା
ତୁ ବାଆ ପାଣି ଖାଇ ଫୁଲ୍
ହେ, ଝୁଲ୍ baby ଝୁଲ୍
ବୟସ ତୋର ତାଜା
ତୁ ବାଆ ପାଣି ଖାଇ ଫୁଲ୍
ତୁ ବାଆ ପାଣି ଖାଇ ଫୁଲ୍
ଡଙ୍ଗଡ଼-ଡଙ୍ଗଡ଼-ଡଙ୍ଗଡ଼-ଡାଉଁ
ଡଙ୍ଗ-ଡଙ୍ଗ-ଡଙ୍ଗଡ଼-ଡାଉଁ
ଡଙ୍ଗଡ଼-ଡଙ୍ଗଡ଼-ଡଙ୍ଗଡ଼-ଡାଉଁ
ଡ଼ାଉଁ-ଡ଼ାଉଁ-ଡ଼ାଉଁ
ଡଙ୍ଗଡ଼-ଡଙ୍ଗଡ଼-ଡଙ୍ଗଡ଼-ଡାଉଁ
ଡଙ୍ଗ-ଡଙ୍ଗ-ଡଙ୍ଗଡ଼-ଡାଉଁ
ଡଙ୍ଗଡ଼-ଡଙ୍ଗଡ଼-ଡଙ୍ଗଡ଼-ଡାଉଁ
ଡ଼ାଉଁ-ଡ଼ାଉଁ-ଡ଼ାଉଁ
ହେ, ମନଟା ମୋର ନହକ ଫୁଲ
ଝିଅ ମୁଁ ଭାରି ଫୁଲେଇ
Chance ଦେଲି ନେଇଯା ରେ
ଯୁଆଡ଼େ ନବୁ ବୁଲେଇ
ମନଟା ମୋର ନହକ ଫୁଲ
ଝିଅ ମୁଁ ଭାରି ଫୁଲେଇ
Chance ଦେଲି ନେଇଯା ରେ
ଯୁଆଡ଼େ ନବୁ ବୁଲେଇ
ଏତେ ଦିନ romance ପାଇଁ ଦେଲୁ ଯଦି ମଉକା
World baby ବୁଲେଇ ନେବି କଟକ ସାରା ଯାଇକା
ନଈକୂଳ କୁ ଚାଲ୍ ଯିବା ଥଣ୍ଡା ଥଣ୍ଡାକୁ
ଝୁଲ୍ baby
ଝୁଲ୍ baby ଝୁଲ୍
ବୟସ ତୋର ତାଜା
ତୁ ବାଆ ପାଣି ଖାଇ ଫୁଲ୍
ଝୁଲ୍ baby ଝୁଲ୍
ବୟସ ତୋର ତାଜା
ତୁ ବାଆ ପାଣି ଖାଇ, ବାଆ ପାଣି ଖାଇ, ବାଆ ପାଣି ଖାଇ ଫୁଲ୍