Skip to content
Lyric
Dive
Public playlists
My playlists
Search
Sign in
I'm Mad For U - Male
Javed Ali
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ମତେ କହିବାକୁ ଦେ, ଭଲ ପାଇବାକୁ ଦେ
ତୋର ହୃଦୟ ଭିତରେ ଟିକେ ରହିବାକୁ ଦେ
ହୋ, ମତେ କହିବାକୁ ଦେ, ଭଲ ପାଇବାକୁ ଦେ
ତୋର ହୃଦୟ ଭିତରେ ଟିକେ ରହିବାକୁ ଦେ
ମତେ ଜଳିବାକୁ ଦେ, ଲୁହ ଢ଼ାଳିବାକୁ ଦେ
ତୁ ଥରୁଟେ ହେଲେ ମତେ ଜିଇଁବାକୁ ଦେ
I'm mad for you (you)
I'll cry for you (you)
I'll live for you
I'll die for you
I'm mad for you (you)
I'll cry for you (you)
I'll live for you
I'll die for you
ତୁ କଥାକୁହା କଣ୍ଢେଇ ଟେ
ନିଜର ଲାଗିଲୁ କାହିଁ ଜାଣେନାହିଁ
ଏମିତି ଯେ କାହିଁ ଚାହିଁ ଦେଲୁ?
ପଛକୁ ଆଉ ମୁଁ ଫେରି ପାରୁନାହିଁ
ହୋ-ହୋ-ହୋ, ତୁ କଥାକୁହା କଣ୍ଢେଇ ଟେ
ନିଜର ଲାଗିଲୁ କାହିଁ ଜାଣେନାହିଁ
ଏମିତି ଯେ କାହିଁ ଚାହିଁ ଦେଲୁ?
ପଛକୁ ଆଉ ମୁଁ ଫେରି ପାରୁନାହିଁ
ପଛକୁ ଫେରି ପାରୁ ନାହିଁ
ମତେ ଚାଲିବାକୁ ଦେ, ବାଟ ଭୁଲିବାକୁ ଦେ
ଯେତେ କଣ୍ଟାର ଆଘାତ ମତେ ସହିବାକୁ ଦେ
ହଁ, ମତେ ଚାଲିବାକୁ ଦେ, ବାଟ ଭୁଲିବାକୁ ଦେ
ଯେତେ କଣ୍ଟାର ଆଘାତ ମତେ ସହିବାକୁ ଦେ
ମତେ ଜଳିବାକୁ ଦେ, ଲୁହ ଢ଼ାଳିବାକୁ ଦେ
ତୁ ଥରୁଟେ ହେଲେ ମତେ ଜିଇଁବାକୁ ଦେ
I'm mad for you (you)
I'll cry for you (you)
I'll live for you
I'll die for you
I'm mad for you (you)
I'll cry for you (you)
I'll live for you
I'll die for you
ହୋ, ତୁ ଜାଣିନାହୁଁ କେବେ ଠାରୁ
ମୋ ପାଇଁ ଝରୁଛୁ ହସଲୁହ ହୋଇ
ଜୀବନ ଦେଇଛୁ ତୁ ମତେ
ଲାଗେ ମରିଯିବି ତୋରି ପାଇଁ
ହୋ-ହୋ-ହୋ-ହା-ହା, ତୁ ଜାଣିନାହୁଁ କେବେ ଠାରୁ
ମୋ ପାଇଁ ଝରୁଛୁ ହସଲୁହ ହୋଇ
ଜୀବନ ଦେଇଛୁ ତୁ ମତେ
ଲାଗେ ମରିଯିବି ତୋରି ପାଇଁ
ମରିଯିବି ମୁଁ ତୋରି ପାଇଁ
ମତେ ମରିବାକୁ ଦେ, ମତେ ହାରିବାକୁ ଦେ
ତୋ ନାଆଁରେ ମୋ ରାତି ନିଦ ସାରିବାକୁ ଦେ
ହାଁ-ହାଁ, ମତେ ମରିବାକୁ ଦେ, ମତେ ହାରିବାକୁ ଦେ
ତୋ ନାଆଁରେ ମୋ ରାତି ନିଦ ସାରିବାକୁ ଦେ
ମତେ ଜଳିବାକୁ ଦେ, ଲୁହ ଢ଼ାଳିବାକୁ ଦେ
ତୁ ଥରୁଟେ ହେଲେ ମତେ ଜିଇଁବାକୁ ଦେ
I'm mad for you (ହୋ-ହା-ହା)
I'll cry for you (ହୋ-ହା-ହା)
I'll live for you (ହୋ-ହା-ହା)
I'll die for you (ହୋ-ହା-ହା)
I'm mad for you (ହୋ-ହା-ହା)
I'll cry for you (ହୋ-ହା-ହା)
I'll live for you (ହୋ-ହା-ହା)
I'll die for you (ହୋ-ହା-ହା)