Skip to content
Lyric
Dive
Public playlists
My playlists
Search
Sign in
Mo Thu Mate
Swayam Padhi
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
କ'ଣ କରି ମୋ ମନକୁ ଥରକରେ ଜିତିଗଲୁ?
ପଥରଟେ ଥିଲି ମତେ ପ୍ରତିମୂର୍ତ୍ତି ସଜେଇଲୁ
କ'ଣ କରି ମୋ ମନକୁ ଥରକରେ ଜିତିଗଲୁ?
ପଥରଟେ ଥିଲି ମତେ ପ୍ରତିମୂର୍ତ୍ତି ସଜେଇଲୁ
जाम-ए-मन, ओ, जाम-ए-मन
ବନିଗଲୁ ତୁ ମୋ ଦିଲର मेहमान
जाम-ए-मन, ओ, जाम-ए-मन
ବନିଗଲୁ ତୁ ମୋ ଦିଲର मेहमान
ନୂଆଁ ଗୋଟେ ପୃଥିବୀଟେ ଖୋଜିବା ମିଳିମିଶି
ଯଉଠି ତ ଥିବ ଖାଲି ଖୁସି ଆଉ ଖୁସି
ନୂଆଁ ଗୋଟେ କାହାଣୀଟେ ଲେଖିବା ହସି ହସି
ସମୟର ଏ ସୁଅରେ ଦୁହେଁ ଭାସି-ଭାସି
ସବୁ ଦିନ ପାଇଁ ତତେ ଦେଇଦେଲି ମନ
ତୋ ଭାବନାରେ କଟେ ମୋ ରାତି ଦିନ
ଯୁଗ ଯୁଗ ପାଇଁ ରହୁ ଆମ ଏ ମିଳନ, जाम-ए-मन
जाम-ए-मन, ओ, जाम-ए-मन
ବନିଗଲୁ ତୁ ମୋ ଦିଲର मेहमान
जाम-ए-मन, ओ, जाम-ए-मन
ବନିଗଲୁ ତୁ ମୋ ଦିଲର मेहमान
କଉ ଜନ୍ମ ପୁଣ୍ୟଫଳ ଏ ଜନ୍ମରେ ପାଇଗଲି
ତୋର ସବୁ ଖୁସିର ମୁଁ ଭାଗିଦାର ହେଲି
ଏଇ ଆଖି ପଲକରେ ତତେ ଯେବେ ରଖିଦେଲି
ଧୀରେ ଧୀରେ ନିଜକୁ ମୁଁ ନିଜେ ଗଲି ଭୁଲି
ସବୁ ଦିନ ପାଇଁ ତତେ ଦେଇଦେଲି ମନ
ତୋ ଭାବନାରେ କଟେ ମୋ ରାତି ଦିନ
ଯୁଗ ଯୁଗ ପାଇଁ ରହୁ ଆମ ଏ ମିଳନ, जाम-ए-मन
जाम-ए-मन, ओ, जाम-ए-मन
ବନିଗଲୁ ତୁ ମୋ ଦିଲର मेहमान
जाम-ए-मन, जाम-ए-मन
मेहमान