Skip to content
Lyric
Dive
Public playlists
My playlists
Search
Sign in
Chithi Lekhichhi Mo Nilamaniku
Nagpur Bhakti
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ହାତଠାରି ମତେ
ଡାକିବକି ସତେ?
ହାତଠାରି ମତେ
ଡାକିବକି ସତେ?
ରଥ ଯାତରାକୁ, ଏ ଦୁଃଖିକୁ, ପୁରୀକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ହାତଠାରି ମତେ
ଡାକିବକି ସତେ?
ହାତଠାରି ମତେ
ଡାକିବକି ସତେ?
ରଥ ଯାତରାକୁ, ଏ ଦୁଃଖିକୁ, ପୁରୀକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ଭାବବିନୋଦିଆ ମୋର ଭାବ ବୁଝି ପାରିବ
ନନ୍ଦିଘୋଷ ଅଟକାଇ ମତେ ହାତ ଠାରିବ
ଭାବବିନୋଦିଆ ମୋର ଭାବ ବୁଝି ପାରିବ
ନନ୍ଦିଘୋଷ ଅଟକାଇ ମତେ ହାତ ଠାରିବ
ଲାଗିଲେ ତା ଡୋରି, ଯିବି ପୁରୀ, ଭାବେ ମୁଁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ନନ୍ଦିଘୋଷେ ବସିଥିବ ମୋର କଳା-ବାମନ
ବଡ଼ଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ
ନନ୍ଦିଘୋଷେ ବସିଥିବ ମୋର କଳା-ବାମନ
ବଡ଼ଦାଣ୍ଡେ ଦେଖିଦେଲେ ନାଚିଯିବ ମୋ ମନ
ରଥ ଟାଣୁଥିବି, ଜାଣୁଥିବି, ଧନ୍ୟ ମୁଁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ହାତଠାରି ମତେ
ଡାକିବକି ସତେ?
ହାତଠାରି ମତେ
ଡାକିବକି ସତେ?
ରଥ ଯାତରାକୁ, ଏ ଦୁଃଖିକୁ, ପୁରୀକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ
ମୁଁ ଚିଠି ଲେଖିଛି ମୋ ନୀଳମଣିକୁ