Lotoni Para
Vighnanz The Band
Popularity · Low
YouTube
Searching YouTube...
Lyrics
କାହିଁ ଜହ୍ନ ପରି ଜଳୁଚ୍ଛୁ
ଆଖିରେ ଆଖିରେ ଖେଳୁଛୁ
ନକହି ନକହି ସବୁ କହିଦଉଚ୍ଛୁ
କାହିଁ ଜହ୍ନ ପରି ଜଳୁଚ୍ଛୁ
ଆଖିରେ ଆଖିରେ ଖେଳୁଛୁ
ନକହି ନକହି ସବୁ କହିଦଉଚ୍ଛୁ
କାହିଁ ମେଘ ପରି ଚାହୁଁଛୁ
ଝରକା ପାଖରେ ଚାହୁଁଛୁ
ନ ବୁଝି ନ ସୁଝି ମୁହଁ ଖାଲି ମୋଡୁଛୁ
ମୋତେ ଲାଜ ଏତେ ତୋତେ ଡର ସେତେ
ମୋ ବୟସ ନାଚେ ନଜରେ
ମୁଁ ମୋ ମର୍ଜି ରେ ଉଡ଼ି ବୁଲୁଛି ରେ
କଥା ନ ମାନି କରେ ନଖରା
ତୋ ମନ ଲୋଟଣି ପାରା କେବେ ତୁ ଦବୁ ଲୋ ଧରା
ହସୁଚ୍ଛୁ ମୁରୁକି ମୁରୁକି କାଇଁ ଦେଇ କହ ପ୍ରେମ ଇଶାରା
ମୋ ମନ ଲୋଟଣି ପାରା ଜମାରୁ ଦେବିନି ଧରା
ଦେଖିବୁ ଛିଟିକି ଛିଟିକି ମୁଁ କଟିଯିବି ମୋ ବାଟେ ପରା,
ତୋ ଓଠରେ ନ କହି ଆଖିରେ କହିବୁ
ନିଦରେ ନ ଆସି ସତରେ ଆସିବୁ
ଯିଏ ଦେଖୁଛି ସିଏ କହୁଛି ମୁଁ କୋହିନୂର୍ ହୀରା
ତୁ କାହିଁକି ପଛେ ପଡିଛୁ ହଁ ମିଛେ କହିସାର୍,
ତୋ ମନ ଲୋଟଣି ପାରା କେବେ ତୁ ଦବୁ ଲୋ ଧରା
ହସୁଚ୍ଛୁ ମୁରୁକି ମୁରୁକି କାଇଁ ଦେଇ କହ ପ୍ରେମ ଇଶାରା
ମୋ ମନ ଲୋଟଣି ପାରା ଜମାରୁ ଦେବିନି ଧରା
ଦେଖିବୁ ଛିଟିକି ଛିଟିକି ମୁଁ କଟିଯିବି ମୋ ବାଟେ ପରା,
ରହିଯା ସମ୍ଭାଳି ବୁଝିଲେ କହିବି
ତୋ ହାତ ଧରି ମୁଁ ତୋ ବାଟେ ଚାଲିବି
କିଛି ବୁଝେନା କିଛି ମନେନା ଫାଙ୍କା ମୋ ମନ ବକରା
ତୁ ଆସିଲେ ପ୍ରେମ ଜମିବ ଖେଳ ହବ ତାରାରାରା,
ତୋ ମନ ଲୋଟଣି ପାରା କେବେ ତୁ ଦବୁ ଲୋ ଧରା
ହସୁଚ୍ଛୁ ମୁରୁକି ମୁରୁକି କାଇଁ ଦେଇ କହ ପ୍ରେମ ଇଶାରା
ମୋ ମନ ଲୋଟଣି ପାରା ଜମାରୁ ଦେବିନି ଧରା
ଦେଖିବୁ ଛିଟିକି ଛିଟିକି ମୁଁ କଟିଯିବି ମୋ ବାଟେ ପରା