Skip to content
Lyric
Dive
Public playlists
My playlists
Search
Sign in
Pagala Karichu Tu
Udit Narayan
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଥିଲି ମୁଁ ପାହାଡ଼, ଅଟଳ ନିଶ୍ଚଳ
ହେ, ଥିଲି ମୁଁ ପାହାଡ଼, ଅଟଳ ନିଶ୍ଚଳ
ମତେ ହଲେଇ ଦେଲୁ ତୁ
ଥିଲି ମୁଁ ଝରଣା, ଶୀତଳ ଚଞ୍ଚଳ
ହଁ, ଥିଲି ମୁଁ ଝରଣା, ଶୀତଳ ଚଞ୍ଚଳ
ନିଆଁ ଲଗେଇ ଦେଲୁ ତୁ
ଅଖିଆ, ଅପିଆ, ରାତି ମୁଁ ଅନିଦ୍ରା, ହାଏରେ ହାଏ
ମତେ ପାଗଳ କରିଛୁ ତୁ
ମତେ ପାଗଳ କରିଛୁ ତୁ
ମତେ ପାଗଳ କରିଛୁ ତୁ
ମତେ ପାଗଳ କରିଛୁ ତୁ (ମତେ ପାଗଳ କରିଛୁ ତୁ)
ତତେ ନ ଦେଖିଲେ, କଥା ମୁଁ ନ ହେଲେ
ବଞ୍ଚି ମୁଁ ପାରିବି ନାହିଁ, ହାଏ, ବଞ୍ଚି ମୁଁ ପାରିବି ନାହିଁ
ଯିଏ ଯାହା କହୁ ଯାଏ ଆସେ ନାହିଁ
ପାଗଳ ମୁଁ ତୋରି ପାଇଁ, ହାଏ, ପାଗଳ ମୁଁ ତୋରି ପାଇଁ
ଥିଲି ମୁଁ ପଥର, ନ ଥିଲା ଆକାର
ଥିଲି ମୁଁ ପଥର, ନ ଥିଲା ଆକାର
ମତେ ସାକାର କଲୁ ତୁ
ଭୋକିଲା, ଶୋଷିଲା ହେଲି ମୁଁ ଘାଇଲା, ହାଏରେ ହାଏ
ମତେ ପାଗଳ କରିଛୁ ତୁ
ମତେ ପାଗଳ କରିଛୁ ତୁ
ମତେ ପାଗଳ କରିଛୁ ତୁ
ମତେ ପାଗଳ କରିଛୁ ତୁ (ମତେ ପାଗଳ କରିଛୁ ତୁ)
ଚାଲୁ-ଚାଲୁ ଏକା ହେଇଗଲା ଦେଖା
ଭଲ ତୁ ଲାଗିଲୁ ମତେ, ହାଏ, ଭଲ ତୁ ଲାଗିଲୁ ମତେ
ଭଲ ଲାଗୁ-ଲାଗୁ କଥା ବି ବଢିଲା
ଦେଲୁ ତୁ ଜୀବନ ମତେ, ହାଏରେ, ଦେଲୁ ତୁ ଜୀବନ ମତେ
ଥିଲି ମୁଁ ଅକ୍ଷର, ଦେଲୁ ତୋର ସୁର
ହେ, ଥିଲି ମୁଁ ଅକ୍ଷର, ଦେଲୁ ତୋର ସୁର
ମତେ ଗୀତଟେ କଲୁ ତୁ
ତୋ ବିନା ସଜନୀ, ଅଧୁରା ରଜନୀ, ହାଏରେ ହାଏ
ମତେ ପାଗଳ କରିଛୁ ତୁ
ମତେ ପାଗଳ କରିଛୁ ତୁ
ମତେ ପାଗଳ କରିଛୁ ତୁ
ମତେ ପାଗଳ କରିଛୁ ତୁ (ମତେ ପାଗଳ କରିଛୁ ତୁ)