Skip to content

Mahabahu Jagata Udhara Heu

Ipseeta Panda
Popularity · Low

YouTube

Searching YouTube...

Lyrics

ଶ୍ରୀମନ୍ଦିରେ ଯାଇ, ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ - ୨ ମୋ ଜିବନ ପଛେ ନର୍କେ ପଡି ଥାଉ - ୨ ଜଗତ ଉଧାର ହେଉ ମହାବାହୁ, ଜଗତ ଉଧାର ହେଉ - ୨ ପାପ ଆଉ ପୁଣ୍ୟ ଏ ଜଗତେ ଭରା, ମାୟା ମୋହ ଏଠି ସବୁ ତ ଅସରା - ୨ କି ଭିକ୍ଷା କରିବି ତାଙ୍କ ଶ୍ରୀଚରଣେ - ୨ ତାଙ୍କୁ କି ଅଜଣା ଆଉ ମାଗିବି କି ଅବା ଆଉ, ମହାବାହୁ ଜଗତ ଉଧାର ହେଉ - ୨ ତାଙ୍କ ହାତ ଗଢା ଏ ସାରା ସଂସାର, ନ ପାରନ୍ତି ଯେବେ କରି ସେ ଉଦ୍ଧାର ହୋ ତାଙ୍କ ହାତ ଗଢା ଏ ସାରା ସଂସାର, ନ ପାରନ୍ତି ଯେବେ କରି ସେ ଉଦ୍ଧାର ଏକା ବସି ଥାନ୍ତୁ ରତ୍ନ ଶିଙ୍ଘାସନେ - ୨ ଏ ଜଗତ ଭାସି ଯାଉ ମାଗିବି କି ଅବା ଆଉ, ମହାବାହୁ ଜଗତ ଉଧାର ହେଉ - ୩