Skip to content
Lyric
Dive
Public playlists
My playlists
Search
Sign in
Rajani Gandhara Basa
Mohammed Aziz, Sailabhama Mohapatra
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଏ, ଏହେ-ହେ
ଏ, ଏହେ-ହେ
ଏ-ଏ, ଉହୁଁ-ହୁଁ
ନା, ନାନା-ନା
ରଜନୀଗନ୍ଧାର ବାସ...
ରଜନୀଗନ୍ଧାର ବାସ ଝରିଯାଉଛି, ଝରିଯାଉଛି
ଝରିଯାଉଛି, ଝରିଯାଉଛି
କିଛି କୁହ (ନା, ନା)
କିଛି କୁହ (ନାନା, ନାନା)
କିଛି କୁହ...
ଏ ରାତି ସରିଯାଉଛି
ଏ ରାତି ସରିଯାଉଛି
ଏ ରାତି ସରିଯାଉଛି
ରଜନୀଗନ୍ଧାର ବାସ ଝରିଯାଉଛି, ଝରିଯାଉଛି
ଭଲଲାଗେ ଲାଜକୁଳୀ ଝିଅ
ବେଶି ଲାଜ ଜମା ଭଲ ନୁହଁ
ଭଲଲାଗେ ଲାଜକୁଳୀ ଝିଅ
ବେଶି ଲାଜ ଜମା ଭଲ ନୁହଁ
ଲାଜ ପରା ଝିଅର ଗହଣା
ଲାଜ ନଥିଲେ କି ଝିଅରେ ଗଣା?
ବାସର ରାତିର ଦୀପ...
ବାସର ରାତିର ଦୀପ ଲିଭି ଆସୁଛି, ଲିଭି ଆସୁଛି
ଲିଭି ଆସୁଛି, ଲିଭି ଆସୁଛି
କିଛି କୁହ (ନା, ନା)
କିଛି କୁହ (ନାନା, ନାନା)
କିଛି କୁହ...
ଏ ରାତି ସରିଯାଉଛି
ଏ ରାତି ସରିଯାଉଛି
ଏ ରାତି ସରିଯାଉଛି
ଜୀବନେ ଖୁସିର ଫୁଲ ଝରେ
ପ୍ରୀତି ନିଶା ଘାରେ ଧୀରେ ଧୀରେ
ଜୀବନେ ଖୁସିର ଫୁଲ ଝରେ
ପ୍ରୀତି ନିଶା ଘାରେ ଧୀରେ ଧୀରେ
ସବୁଥିରେ ଡ଼େରି ଚଳେ ନାହିଁ
ଏତେ ସପନକୁ ରାତି କାହିଁ?
ଅଳସ ଆଖିରେ ନିଦ...
ଅଳସ ଆଖିରେ ନିଦ ଭରି ଯାଉଛି, ଭରି ଯାଉଛି
ଭରି ଯାଉଛି, ଭରି ଯାଉଛି
କିଛି କୁହ (ନା, ନା)
କିଛି କୁହ (ନାନା, ନାନା)
କିଛି କୁହ...
ଏ ରାତି ସରିଯାଉଛି
ଏ ରାତି ସରିଯାଉଛି
ଏ ରାତି ସରିଯାଉଛି
ରଜନୀଗନ୍ଧାର ବାସ...
ରଜନୀଗନ୍ଧାର ବାସ ଝରିଯାଉଛି, ଝରିଯାଉଛି
ଝରିଯାଉଛି, ଝରିଯାଉଛି
କିଛି କୁହ (ଉହୁଁ)
କିଛି କୁହ (ନାନା, ନାନା)
କିଛି କୁହ...
ଏ ରାତି ସରିଯାଉଛି
ଏ ରାତି ସରିଯାଉଛି
ଏ ରାତି ସରିଯାଉଛି