Skip to content
Lyric
Dive
Public playlists
My playlists
Search
Sign in
Kala Saante Achha Kamante
Arabinda Muduli
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
କଳା ସାଆନ୍ତେ ଅଛ କେମନ୍ତେ?
ସୁଖ ଦୁଃଖ ପଦେ କୁହ
ପ୍ରଭୁ, ସୁଖ ଦୁଃଖ ପଦେ କୁହ
କଳା ସାଆନ୍ତେ ଅଛ କେମନ୍ତେ?
ସୁଖ ଦୁଃଖ ପଦେ କୁହ
ପ୍ରଭୁ, ସୁଖ ଦୁଃଖ ପଦେ କୁହ
ମୁଁ ତୁମ ବନ୍ଧୁ ବୋଲି ସଙ୍ଖୁଳି ଆସିଥିଲି
ଦେଖୁଛି ତୁମର ସୁଖିଛି ମୁହଁ
କଳା ସାଆନ୍ତେ ଅଛ କେମନ୍ତେ?
ସୁଖ ଦୁଃଖ ପଦେ କୁହ
ପ୍ରଭୁ, ସୁଖ ଦୁଃଖ ପଦେ କୁହ
ରାଧା କଥା ମନେ ପଡି ଗଲା କି?
ଗୋପପୁରେ ମନ ଉଡି ଗଲା କି?
ଦେବଦାସି ନାଚ ବୁଡି ଗଲା କି?
ତା ପାଦ ଘୁଙ୍ଗୁର ଛିଡି ଗଲା କି?
ଏ ଯେବେ ସତ କଥା ଭାଙ୍ଗି ଏ ନିରବତା
ଥରୁଟେ ଖାଲି ମୋ କାନରେ କୁହ
କଳା ସାଆନ୍ତେ ଅଛ କେମନ୍ତେ?
ସୁଖ ଦୁଃଖ ପଦେ କୁହ
ପ୍ରଭୁ, ସୁଖ ଦୁଃଖ ପଦେ କୁହ
ଜଗତର ଦୁଃଖ ତୁମେ ବୁଝୁଛ
ନିଜ ଦୁଃଖ ନିଜେ ମନେ ମାରୁଛ
ସତେ ଅବା ତୁମେ ହେ ଚକାଆଖି
ଭିତରେ ଦୁଃଖି ତୁ, ଉପରେ ସୁଖି
ସେ ଦୁଃଖ ମୋତେ ଦେଇ, ମୋ ସୁଖ ତୁମେ ନେଇ
କାଳିଆ ସାଆନ୍ତେ ଭଲରେ ଥାଅ
କଳା ସାଆନ୍ତେ ଅଛ କେମନ୍ତେ?
ସୁଖ ଦୁଃଖ ପଦେ କୁହ
ପ୍ରଭୁ, ସୁଖ ଦୁଃଖ ପଦେ କୁହ
ମୁଁ ତୁମ ବନ୍ଧୁ ବୋଲି ସଙ୍ଖୁଳି ଆସିଥିଲି
ଦେଖୁଛି ତୁମର ସୁଖିଛି ମୁହଁ
କଳା ସାଆନ୍ତେ ଅଛ କେମନ୍ତେ?
ସୁଖ ଦୁଃଖ ପଦେ କୁହ
ପ୍ରଭୁ, ସୁଖ ଦୁଃଖ ପଦେ କୁହ
ପ୍ରଭୁ, ସୁଖ ଦୁଃଖ ପଦେ କୁହ