Skip to content
Lyric
Dive
Public playlists
My playlists
Search
Sign in
Mu Aji Bhari Khusi
Kumar Bapi
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ହେ-ହେ-ହେ-ହେ-ହେ, ଆହା-ହା-ହା-ହା
ଲା-ଲା-ଲା
ହେ-ହେ-ହେ-ହେ-ହେ, ଆହା-ହା-ହା-ହା
ହୁଁ-ହୁଁ-ହୁଁ
ମୁଁ ଆଜି ଭାରି ଖୁସି ତୋ ଖୁସିରେ
ମୁଁ ଆଜି ଭାରି ଖୁସି ତୋ ଖୁସିରେ
ଖୁସିରେ, ଏମିତି ହସ ଆଉ ଲୁହ
ବେଳେ-ବେଳେ ଯାଏ ମିଶିରେ
ମୁଁ ଆଜି ଭାରି ଖୁସି ତୋ ଖୁସିରେ
ମୁଁ ଆଜି ଭାରି ଖୁସି ତୋ ଖୁସିରେ
ପୁଣ୍ୟ କରିଥିଲେ ବୋଧେ ପ୍ରେମ ଏଠି ମିଳେ
ସତ ପ୍ରେମ କରୁଥିଲେ ସାଥି ଟିଏ ମିଳେ
ସାଥି ଟିଏ ମିଳିଗଲେ ଲାଗେ ଭାରି ଭଲ
ମନ ବଗିଚାରେ ଫୁଟେ ଗୋଲାପର ଫୁଲ
ଗୋଲାପ ଫୁଲର ପାଖୁଡ଼ାରେ କଣ୍ଟା, ଥରେ-ଥରେ ଥାଏ ଲୁଚିରେ
ମୁଁ ଆଜି ଭାରି ଖୁସି ତୋ ଖୁସିରେ
ଆଜି, ଖୁସି, ତୋ ଖୁସିରେ
କାହା ସାଥେ ଯୋଡ଼ା ଏଠି କାହା ଭାଗ୍ୟରେଖା
ଏଇ କଥା ସବୁବେଳେ ସରଗରୁ ଲେଖା
ସରଗରୁ ଲେଖା ସବୁ ପ୍ରେମର କାହାଣୀ
କିଏ ହବ ରାଜା, କିଏ ହବ ତାର ରାଣୀ
ସେ ରାଣୀ ପାଇଁକି ହସି-ହସି ରାଜା, ଥରେ-ଥରେ ଚଢ଼େ ଫାଶୀରେ
ମୁଁ ଆଜି ଭାରି ଖୁସି ତୋ ଖୁସିରେ
ମୁଁ ଆଜି ଭାରି ଖୁସି ତୋ ଖୁସିରେ
ହୁଁ-ହୁଁ-ହୁଁ, ଆ-ଆ-ଆ, ଆହା-ହା-ହା
ହେ-ହେ-ହେ-ହେ-ହେ, ଆହା-ହା-ହା-ହା
ଲା-ଲା-ଲା