Skip to content

Rati Je Khoje

Akshaya Mohanty, Trupti Das
Popularity · Low

YouTube

Searching YouTube...

Lyrics

ରାତି ଯେ ଖୋଜେ ସୂର୍ଯ୍ୟମୁଖୀ ଦିନ ଯେ ଖୋଜେ ନିଶିଗନ୍ଧା ଚାତକ ଖୋଜେ ନିଦାଭଜଳା ଚକୋର ଖୋଜେ ମଧୁସନ୍ଧ୍ୟା ମୁଁ ଯେ ଖୋଜେ... ମୁଁ ଯେ ଖୋଜେ... ତୁମକୁ, ତୁମକୁ, ତୁମକୁ । ନଦୀ ଯେ ଖୋଜେ ସାହାରାମରୁ ସାଗର ଖୋଜେ ଟିକେ ଶାନ୍ତି ବନର ପକ୍ଷୀ ଶିକୁଳୀ ଖୋଜେ ପଞ୍ଜୁରୀ ସାରୀ ଖୋଜେ ମୁକ୍ତି ମୁଁ ଯେ ଖୋଜେ... ମୁଁ ଯେ ଖୋଜେ... ତୁମକୁ, ତୁମକୁ, ତୁମକୁ । ପ୍ରେମ ଯେ ଖୋଜେ... ପ୍ରେମ ଯେ ଖୋଜେ... ପ୍ରେମକୁ, ପ୍ରେମକୁ, ପ୍ରେମକୁ।