Skip to content
Lyric
Dive
Public playlists
My playlists
Search
Sign in
Daring Badi Buleinebi
Tarique Aziz feat. Jyotirmayee Nayak
Popularity · Low
+
🇩🇰 Danish · Original
0
0
YouTube
Searching YouTube...
Lyrics
Original
Translation
Bilingual
ହଁ, ମଗୁଶୁରେ ମଗୁଶୁରେ ଲୋ
ମଗୁଶିରେ ମଗୁଶିରେ ତତେ ସିନ୍ଦୁର ଦେବି
ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି
ହାଁ, ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି
ହାଁ, ପଡିଲେ ବାଡୁଅ ପାଣିରେ, ପଡିଲେ ବାଡୁଅ ପାଣିରେ
ବଦଳି ଯିବି, ହଁ, ବଦଳି ଯିବି
ଦିନ ରାତି ବସି ଦାରିଙ୍ଗିବାଡିରେ ଗେଲ ମୁଁ ହେବି
ଦିନ ରାତି ବସି ଦାରିଙ୍ଗିବାଡିରେ ଗେଲ ମୁଁ ହେବି
ତତେ ଲେହେଙ୍ଗା ପିନ୍ଧେଇ ଦେବି, ତତେ ଚୁନୁରି ଘୋଡେଇ ଦେବି
ନଜର କାହାର ଲାଗିବ ଲୋ କାଳେ ଅଣ୍ଟାକୁ ଚିମୁଟିଦେବି
ଧନ ଲୋ
ହଁ, ତୋର license କରିଦେବି, ପ୍ରେମ form ଟି କାଟିଦେବି
ଯେତେ ଇଚ୍ଛା ତୋର ସେତିକି ଲାଗିବୁ, କୁଲୁ-କୁଲୁ ଖାଲି ହେବି
ହଁ, ମଗୁଶୁରେ ମଗୁଶୁରେ ଲୋ
ମଗୁଶୁରେ ମଗୁଶୁରେ ତତେ ଶଙ୍ଖା ମୁଁ ଦେବି, ନାଲି ଶଙ୍ଖା ମୁଁ ଦେବି
ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି
ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି
ଏଇ, କଉ ଦିନରୁ ଅଛି ଇଚ୍ଛା, ଇଲୋ କାମୁଡିବ ଯଦି ବିଛା
ସାରା ଦେହରେ ବିଷ ଚଢ଼ିବ, ପୂର୍ଣ ହେବ ମନବାଞ୍ଛା
ଗୁଗୁଲୁ
ହାଏ, କାଇଁ ଡରୁଛୁ ଏମିତି କହ, ମୋର ଶୀତେଇ ଯାଉଛି ଦେହ
ଏତେ ହସୁଛୁ ଏବେଠାରୁ ତୁ, ନିଆଁରେ ଢାଳୁଛୁ ଘିଅ
ହଁ, ପଡିଲେ ବାଡୁଅ ପାଣିରେ, ପଡିଲେ ବାଡୁଅ ପାଣିରେ
ଲାଜେଇଯିବି, ମୁଁ ଲାଜେଇ ଯିବି
ଦିନ ରାତି ବସି ଦାରିଙ୍ଗିବାଡିରେ ଗେଲ ମୁଁ ହେବି
ଦିନ ରାତି ବସି ଦାରିଙ୍ଗିବାଡିରେ ଗେଲ ମୁଁ ହେବି
ଆଲୋ-ଆଲୋ, ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି
ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି