Skip to content
Lyric
Dive
Public playlists
My playlists
Search
Sign in
Banaste Dakila Gaja Happy Raja
Namita Agrawal
Popularity · Low
+
Buginese · Original
0
0
YouTube
Searching YouTube...
Lyrics
Original
Translation
Bilingual
ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
Happy ରଜ, happy ରଜ
Happy ରଜ, happy ରଜ
ବରଷକେ ଥରେ ଆସିଛି ରଜ ଲୋ
ବରଷକେ ଥରେ ଆସିଛି ରଜ ଲୋ
ଜମିଲା ସଜବାଜ
Happy ରଜ, happy ରଜ
Happy ରଜ, happy ରଜ
Happy ରଜ, happy ରଜ
ରଜ ଦୋଳି ହେଲା କଟମଟ
କୁଆଁରୀ ମନଟା ଛଟପଟ
ପାନ ଖାଇ ନାଲି ହେଲା ଏ ଓଠ
ଗୁଜୁରାତି ଦିଆ ପୋଡ଼ ପିଠା
ପୋଡ଼ ପିଠା ଠାରୁ ପ୍ରେମ ମିଠା
ପାଦରେ ପାଉଁଜି, ନାଲି ଅଳତା
କେହି ଜଣେ ବୁଲି ଚାହିଁ ଦେଲେ ଥରେ
କେହି ଜଣେ ବୁଲି ଚାହିଁ ଦେଲେ ଥରେ
ଲାଗୁଛି ଭାରି ଲାଜ
Happy ରଜ, happy ରଜ
Happy ରଜ, happy ରଜ
Happy ରଜ, happy ରଜ
(ବନସ୍ତେ ଡାକିଲା ଗଜ)
(ବନସ୍ତେ ଡାକିଲା ଗଜ)
Happy ରଜ, happy ରଜ
Happy ରଜ, happy ରଜ
Happy ରଜ, happy ରଜ
ମଲ୍ଲି ଗଜରାରେ ଗଭା ସଜା
କିତିକିତି ଖେଳ ଭାରି ମଜା
ପରବ ଭିତରେ ରଜ ତ ରଜା
ହଁ, ରଜବତି ଆଜି ହେଲା ଭୂଇଁ
କଦଳୀ ପାଟୁକା ପାଦେ ନାଇ
ବାଟ ଚାଲୁ ଥିବା ମାଟି ନ ଛୁଇଁ
ରଜ ତିନି ଦିନ ପାଳିବା ବିଧି ଲୋ
ରଜ ତିନି ଦିନ ପାଳିବା ବିଧି ଲୋ
ସକାଳ ଠାରୁ ସଞ୍ଜ
Happy ରଜ, happy ରଜ
Happy ରଜ, happy ରଜ
Happy ରଜ, happy ରଜ
ହଁ, ମିଠା ପାନ ଗୁଆ ଗୁଜୁରାତି
ମଝି ଦିନ ରଜ ସଂକରାନ୍ତି
ମିଥୁନ ସଂକ୍ରାନ୍ତି ତାର ନାମଟି
କେଡେ ମଜା ସତେ ରଜ ବୁଲା
ସାଙ୍ଗ ସାଥି ପାଇଁ ଘର ଖୋଲା
ନୂଆ ଘାଗେରାରେ ମନ ରଙ୍ଗିଲା
ଭାଇ ଆସିଛନ୍ତି ରଜରେ ଗାଁକୁ
ଭାଇ ଆସିଛନ୍ତି ରଜରେ ଗାଁକୁ
କନକନ ମୋ ଭାଉଜ
Happy ରଜ, happy ରଜ
Happy ରଜ, happy ରଜ
Happy ରଜ, happy ରଜ
ଝିପିଝିପି ହେଇ ପଡେ ମେଘ
ଭାରି ମଜା ଲାଗେ ରଜ ପାଗ
ମନରେ ମନରେ ଭରା ସରାଗ
ବରଷକ ସିନା ୧୨ ମାସ
ରଜରେ ନଥାଏ ଚାଷବାସ
ବାଗୁଡ଼ି ଖେଳଟି ଦେଖିବ ଆସ
ରଜ ପରେ ପରେ ବସୁମତୀ ସ୍ନାନ
ରଜ ପରେ ପରେ ବସୁମତୀ ସ୍ନାନ
କଥାରେ ଅଛି ମଞ୍ଜ
Happy ରଜ, happy ରଜ
Happy ରଜ, happy ରଜ
Happy ରଜ, happy ରଜ
Happy ରଜ, happy ରଜ