Skip to content
Lyric
Dive
Public playlists
My playlists
Search
Sign in
Emiti Asilu Tu Jibane Mora
Humane Sagar
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଏମିତି ଆସିଲୁ ତୁ ଜୀବନେ ମୋର
ମୋ ହୃଦୟ ପାଗଳ ଆଜି ପ୍ରେମରେ ତୋର
ଏତେ ପ୍ରେମ ମୋ ମନରେ ଭରିଦେଲୁ ତୁ
ତୁ ହେଇଗଲୁ ନିଜଠାରୁ ବେଶି ନିଜର
ଏମିତି ଆସିଲୁ ତୁ ଜୀବନେ ମୋର
ମୋ ହୃଦୟ ପାଗଳ ଆଜି ପ୍ରେମରେ ତୋର
ଏତେ ପ୍ରେମ ମୋ ମନରେ ଭରିଦେଲୁ ତୁ
ତୁ ହେଇଗଲୁ ନିଜଠାରୁ ବେଶି ନିଜର
ତୁ ଲଗେଇଲୁ ଏକି ରଙ୍ଗ ମୋ ମନସାରା
ଏ ଜୀବନଟା ଆଜି କାଇଁ ଲାଗେ ନିଆଁରା?
ମୋ ଆଖିରେ ତୁ ଏତେ ସ୍ବପ୍ନ ଦେଲୁ ସଜେଇ
ମୁଁ ନିଜକୁ ଭୁଲିଗଲି ଆଜି ତୋ ପାଇଁ
ତୁ ଆସିଲୁ ମୋ ଜୀବନେ ସାଥିଟେ ହେଇ
ଏ ଛାତି ତଳୁ ମନ ମୋର ନେଲୁ ଚୋରେଇ
ତୋ ହୃଦୟରେ ରଖିଦେଲୁ ପ୍ରିୟା ତୁ ମୋତେ
ମୁଁ ଜାଣିଗଲି ତୁ ଖାଲି ମୋରି ପାଇଁ
ତୋ ହାତ ଧରି ଚାଲିବି ମୁଁ ଜୀବନସାରା
ଏ ଚଲାବାଟେ ଆସୁ ଛାଇ, ଆସୁବା ଖରା
ତୋ ପ୍ରେମ ବରଷାରେ ମୋତେ ଦେଲୁ ଭିଜେଇ
ତୋ ହୃଦୟ ଭିତରେ ମୋତେ ଦେଲୁ ହଜେଇ
ତୋ ହାତ ଧରି ଚାଲିବି ମୁଁ ଜୀବନସାରା
ଏ ଚଲାବାଟେ ଆସୁ ଛାଇ, ଆସୁବା ଖରା
ତୋ ପ୍ରେମ ବରଷାରେ ମୋତେ ଦେଲୁ ଭିଜେଇ
ତୋ ହୃଦୟ ଭିତରେ ମୋତେ ଦେଲୁ ହଜେଇ
ମୁଁ ପ୍ରଥମ ଦେଖାରେ ତତେ ଦେଲି ମୋ ମନ
ତୁ ମାଗିବୁ ଯଦିଲୋ ପ୍ରିୟା ଦେବି ଜୀବନ
ମୁଁ ତତେ ଭାବି ରାତିସାରା ପାରୁନି ଶୋଇ
ମୋ ସ୍ପନ୍ଦନରେ ଏମିତି ତୁ ଯାଇଛୁ ରହି
ତୁ ଆସିଲୁ ମୋ ଜୀବନେ ସାଥିଟେ ହେଇ
ଏ ଛାତି ତଳୁ ମନ ମୋର ନେଲୁ ଚୋରେଇ
ତୋ ହୃଦୟରେ ରଖିଦେଲୁ ପ୍ରିୟା ତୁ ମୋତେ
ମୁଁ ଜାଣିଗଲି ତୁ ଖାଲି ମୋରି ପାଇଁ
ଏ ମାଟି ଲାଗେ ମୋତି ପରି, ତୁ ଥିଲେ ପାଖେ
ଏ ଜୀବନ ମୋ ସରିଯାଉ ପ୍ରିୟା ତୋ ସାଥେ
ତୋ ଭାବନାରେ ଭରିଛିଲୋ ହୃଦୟ ମୋର
ମୋ ହୃଦୟରେ ତୋ ପାଇଁ ମୁଁ କରିଛି ଘର
ଏ ମାଟି ଲାଗେ ମୋତି ପରି, ତୁ ଥିଲେ ପାଖେ
ଏ ଜୀବନ ମୋ ସରିଯାଉ ପ୍ରିୟା ତୋ ସାଥେ
ତୋ ଭାବନାରେ ଭରିଛିଲୋ ହୃଦୟ ମୋର
ମୋ ହୃଦୟରେ ତୋ ପାଇଁ ମୁଁ କରିଛି ଘର
ଏ ମନ ତତେ ଚାହେଁ କେତେ କହି ପାରେନା
ମୁଁ ଗୋଟେ ମୁହୂର୍ତ୍ତ ତୋବିନା ରହି ପାରେନା
ମୁଁ ଜିଇଁବି, ମରିବି ପ୍ରିୟା ଖାଲି ତୋ ପାଇଁ
ମୋ ହୃଦୟକୁ ଏମିତି ତୁ ଯାଇଚୁ ଛୁଇଁ
ତୁ ଆସିଲୁ ମୋ ଜୀବନେ ସାଥିଟେ ହେଇ
ଏ ଛାତି ତଳୁ ମନ ମୋର ନେଲୁ ଚୋରେଇ
ତୋ ହୃଦୟରେ ରଖିଦେଲୁ ପ୍ରିୟା ତୁ ମୋତେ
ମୁଁ ଜାଣିଗଲି ତୁ ଖାଲି ମୋରି ପାଇଁ