Skip to content
Lyric
Dive
Public playlists
My playlists
Search
Sign in
Priya Tu Bada Beiman
Mantu Chhuria
Popularity · Low
+
🇮🇳 Hindi · Original
0
0
YouTube
Searching YouTube...
Lyrics
Original
Translation
Bilingual
ପ୍ରିୟା ତୁ ବଡ ବେଇମାନ୍
ପ୍ରିୟା ତୁ ବଡ ବେଇମାନ୍
Rough ଖାତା ପରି ମନ ଦେଲୁ ମୋ ଚିରି
ଭସେଇଲୁ କାଗଜର ଡଙ୍ଗାଟେ କରି
Rough ଖାତା ପରି ମନ ଦେଲୁ ମୋ ଚିରି
ଭସେଇଲୁ କାଗଜର ଡଙ୍ଗାଟେ କରି
जान-जान କହି କହି
जान-जान କହି କହି
ନେଇଗଲୁ ମୋର जान
ପ୍ରିୟା ତୁ ବଡ ବେଇମାନ୍
ପ୍ରିୟା ତୁ ବଡ ବେଇମାନ୍
ପ୍ରିୟା ତୁ ବଡ ବେଇମାନ୍
ପ୍ରିୟା ତୁ ବଡ ବେଇମାନ୍
ଅନିଦ୍ରା ମୁଁ ରାତି ସାରା, ଗଣୁଥିଲି ବସି ତାରା
ସେଇ ତାରା ଗଣି ଗଣି, ଆଙ୍ଗୁଳି ମୋ ଦର ଜଳା
ଅନିଦ୍ରା ମୁଁ ରାତି ସାରା, ଗଣୁଥିଲି ବସି ତାରା
ସେଇ ତାରା ଗଣି ଗଣି, ଆଙ୍ଗୁଳି ମୋ ଦର ଜଳା
Pencil ନାଁ ମୋର ଲେଖିଲା ପରି
ଲିଭେଇଲୁ ତାକୁ ପୁଣି ରବର ଧରି
ତୋ ମିଛ ଆଉ ଛଳନାରେ
ମିଛ ଆଉ ଛଳନାରେ
ହଜିଲା ମୋ पेहचान
ପ୍ରିୟା ତୁ ବଡ ବେଇମାନ୍
ପ୍ରିୟା ତୁ ବଡ ବେଇମାନ୍
ପ୍ରିୟା ତୁ ବଡ ବେଇମାନ୍
ପ୍ରିୟା ତୁ ବଡ ବେଇମାନ୍
ବାଟରୁ ମୁଁ ସାଉଁଟୁଛି, ଦୁଃଖ କିଛି, ଲୁହ କିଛି
ମାଗିଥିଲି ତତେ କିଛି, ଦେଲୁ ମତେ ଆଉ କିଛି
ବାଟରୁ ମୁଁ ସାଉଁଟୁଛି, ଦୁଃଖ କିଛି, ଲୁହ କିଛି
ମାଗିଥିଲି ତତେ କିଛି, ଦେଲୁ ମତେ ଆଉ କିଛି
ଆଖରେ ପଡିଲେ ଧୂଳି କାଢ଼ିଲା ପରି
କାଢ଼ିଦେଲୁ ମତେ ଭାବି ଅଦରକାରୀ
ଗୋଟେ ଦିନ ପାଇଁ କାଇଁ
ଗୋଟେ ଦିନ ପାଇଁ କାଇଁ
ହେଲୁ ତୁ ମୋ मेहमान?
ପ୍ରିୟା ତୁ ବଡ ବେଇମାନ୍
ପ୍ରିୟା ତୁ ବଡ ବେଇମାନ୍
ପ୍ରିୟା ତୁ ବଡ ବେଇମାନ୍
ପ୍ରିୟା ତୁ ବଡ ବେଇମାନ୍