Skip to content

Na Re Na Re - Male Version

Humane Sagar
Popularity · Low

YouTube

Searching YouTube...

Lyrics

ନା ରେ, ନା ରେ ଟିକେ ରହରେ ଚାଲିଯାନା ତୁ ଏକା କରି ନା ରେ, ନା ରେ ଟିକେ ରହରେ ଚାଲିଯାନା ତୁ ଏକା କରି କଥା ଥିଲା ଫୁଲସେଜ ଆମ ପାଇଁ ହବ ସଜ ସୋଇଗଲୁ କେମିତି ମୋତେ ପାସୋରି ଫେରିଆ-ଫେରିଆ ଶାରୀ ଫେରିଆ-ଫେରିଆ ଶାରୀ ଫେରିଆ-ଫେରିଆ ଶାରୀ ଫେରିଆ-ଫେରିଆ ଶାରୀ ତୁ ଆଉ ମୁଁ ଥିଲେ ତ ଆମେ ଗୋଟିଏ ଜୀବନ, ଗୋଟିଏ ଜୀବନ ତୁ ଥୀଲୁ ମୋର ଆତ୍ମା, ମୁଁ ଥିଲି ତୋର ପ୍ରାଣ, ଥିଲି ତୋର ପ୍ରାଣ ଜୀବନ ମୋର ଦେଲା ଧୋକା ତୋବିନା ସବୁ ଲାଗେ ଫିକା ଜିଇଁଥାଉ ଥାଉ ମୁଁ ଯାଇଛି ମରି ଫେରିଆ-ଫେରିଆ ଶାରୀ ଫେରିଆ-ଫେରିଆ ଶାରୀ ଫେରିଆ-ଫେରିଆ ଶାରୀ ଫେରିଆ-ଫେରିଆ ଶାରୀ ସପନେ ଥିଲୁ ଜୀବନେ ଆସି ହେଲୁ ତୁ ସପନ, ହେଲୁ ତୁ ସପନ ତଥାପି ଆମ ପ୍ରେମ ଅମର ଅତୁଟ ବନ୍ଧନ, ଅତୁଟ ବନ୍ଧନ ବେଳେ ବେଳେ ମୁଁ ଚାହିଁ ଦେଖେ ଅଛୁ ତୁ ମୋର ପାଖେ-ପାଖେ ବେଳେ ବେଳେ ଲାଗେ ଯାଇଛୁ ତୁ ବୁଡି ଫେରିଆ-ଫେରିଆ ଶାରୀ ଫେରିଆ-ଫେରିଆ ଶାରୀ